Monday, May 20, 2024
spot_imgspot_imgspot_img

Daily Archives: May 7, 2024

ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି – ଧର୍ମେନ୍ଦ୍ର ପ୍ରଧାନ

• ରାଣୀଖିଣ୍ଡା ଓ ଠେଲକୋଲୋଇରେ ନିର୍ବାଚନ ସଭାରେ ଯୋଗଦେଲେ• ପରମାଣପୁରରେ ପଦଯାତ୍ରାରେ ବିଧାୟକ ପ୍ରାର୍ଥୀ ନାଉରୀ ନାୟକଙ୍କ ପାଇଁ କଲେ ପ୍ରଚାର• ଏସଏଚଜି ବିଜେଡିର ନୁହେଁ ମୋଦୀ ସରକାରଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ• ଦୀର୍ଘ...

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ତାଲିମ କାର୍ଯ୍ୟକ୍ରମ:ତ୍ରୁଟିଶୂନ୍ୟ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିଶ୍ରୁତି ।

ବରଗଡ଼-ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସାଧାରଣ, ପୋଲିସ୍ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦ୍ୱାରା ଚଳିତ ଏକକାଳୀନ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ସମସ୍ତ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରିଛନ୍ତି...

ବିଜେପି ସରକାର ହେଲେ ସମ୍ବଲପୁରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଟେକ୍ସଟାଇଲର ହବ୍ କରାଯିବ – ଧର୍ମେନ୍ଦ୍ର ପ୍ରଧାନ

• ମୋଦୀ ଗ୍ୟାରେଣ୍ଟି, ବିଜେପି ସଂକଳ୍ପ ଏବଂ ସାମ୍ବାଦିକଙ୍କ ସ୍ୱାଧୀନତା ଦେବା ଉପରେ ମତ ରଖିଲେ• ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ନହେବା ସହ ୫ଟି ମୌଳିକ ବ୍ୟବସ୍ଥା ନେଇ ପ୍ରଶ୍ନ କଲେ•...

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିଶାଳ ରୋଡ ସୋ, ରାସ୍ତାର ଦୁଇପାର୍ଶ୍ୱରେ ଭବ୍ୟ ସମ୍ୱର୍ଦ୍ଧନା ଦେଲେ ଜନତା ।

* ବିରୋଧୀଦଳ ବିଜେପି ଉପରେ କଲେ ପ୍ରଚଣ୍ଡ ଆକ୍ରମଣ* କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ...

ମିଠାପାଲିରେ ଚବିଶ ପ୍ରହରୀ ନାମଯଜ୍ଞ : ଯୋଗଦେଇ ଶୁଭ ମନାଶିଲେ ଯୁବନେତା ଭୋଜରାଜ ସିଂ ବରିହା l

ପଦ୍ମପୁର - ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଠାରେ ଚବିଶ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ମଙ୍ଗଳବାର ପୂର୍ଣ୍ଣାହୁତି ଦିନରେ...

ପାଣ୍ଡିଆନଙ୍କ ପଦ୍ମପୁର ଗସ୍ତ: ସଭାସ୍ଥଳ ପରିଦର୍ଶନ କଲେ ଯୁବନେତା ଭୋଜରାଜ ସିଂ ବରିହା l

ପଦ୍ମପୁର - ଆସନ୍ତାକାଲି ବିଜେଡି ଦଳର ମଙ୍ଗୁଆଳ ଭି.କେ ପାଣ୍ଡିଆନଙ୍କ ଗ୍ରସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ ଖେଳିଯାଇଛି। ଏଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବାବେଳେ, ସ୍ଥାନୀୟ...

ଟେମରୀ ପଞ୍ଚାୟତରେ ବିଜେଡି ର କର୍ମୀ ସମ୍ମିଳନୀ:ଯୋଡି ସଙ୍ଖ ପାଇଁ ସଂକଳ୍ପ ନେଲେ କର୍ମୀ।

ପଦ୍ମପୁର - ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ପଞ୍ଚାୟତରେ ବିଜେଡ଼ି ଯୁବ ନେତା ଭୋଜରାଜ ସିଂ ବରିହାଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାରେ ଆଗାମୀ...

ମାରାଥନ ପ୍ରଚାରରେ ବର୍ଷା ସିଂ ବରିହା : ମିଳୁଛି ବିପୁଳ ଜନ ସମର୍ଥନ ।

ପଦ୍ମପୁର - ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ମାରାଥନ୍ ପ୍ରଚାର ଆରମ୍ଭ ହୋଇଛି। ମଙ୍ଗଳବାର ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁମୁନିବାହାଲି,...

ରାଞ୍ଜକୂଳରେ ଜଣେ ବ୍ଯକ୍ତିଙ୍କ କ୍ଷତାକ୍ତ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଠାବ ।

ବରପାଲି - ବରପାଲି ବ୍ଲକ କାଇଁଶିର ରାଞ୍ଜ ନଦୀ କୂଳରେ ମଙ୍ଗଳବାର ପୁର୍ବାହ୍ନରେ ୪୨ ବର୍ଷିୟ ଜୈନେକ ଯୁବକର କ୍ଷତାକ୍ତ ମୃତଶରୀର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମଳିଛି। ଖବରପାଇ ବରପାଲି...

ପଦ୍ମପୁର ବିଧାନସଭା ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଳିକା:ପାଂଚଜଣ ଦଳୀୟ ଏବଂ ଦୁଇଜଣ ସ୍ୱାଧିନ ପ୍ରାର୍ଥୀ ।

ପଦ୍ମପୁର- ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରକାଶ ପାଇଲା ପଦ୍ମପୁର ବିଧାନସଭା କ୍ଷେତ୍ରର ଚୂଡାନ୍ତ ପ୍ରାର୍ଥୀ ତାଳିକା । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଦ୍ମପୁର ବିଧାନସଭା ପାଇଁ...

Most Read

error: Content is protected !!