Monday, May 20, 2024
spot_imgspot_imgspot_img

Daily Archives: May 2, 2024

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲକଲେ କୋଶଳ ପ୍ରେମୀ ଜ୍ଞାନେନ୍ଦ୍ର ବେହେରା ।

ଝାରସୁଗୁଡ଼ା - ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ପତ୍ର ଦାଖଲ କରିଲେ କୋଶଳ ପ୍ରେମୀ ଜ୍ଞାନେନ୍ଦ୍ର ବେହେରା । ବିଗତ ଦିନରେ ହୋଇଥିବା ଉପନିର୍ବାଚନରେ ସେ କୋଶଳ ସମର୍ଥିତ ଭାବେ...

ମାଁ ରାମଚଣ୍ତୀଙ୍କ ପୂଜାର୍ଚ୍ଚନା ପରେ ମନ୍ତ୍ରୀ ରିତା ସାହୁଙ୍କ ପ୍ରଚାର ଶୁଭାରମ୍ଭ ।

ବରପାଲି - ବରପାଲି ବ୍ଲକ ରେମତା ମାଁ ରାମଚଣ୍ତୀ ମନ୍ଦିରରେ ବୁଧବାର ରାତ୍ର ସମୟରେ ପୂଜାର୍ଚ୍ଚନା ସହ ଆଶିର୍ବାଦ ଗ୍ରହଣ ସହ ପ୍ରଚାର କାର୍ଯ୍ଯକ୍ରମ ସୂଭାରମ୍ଭ କରାଯାଇଥିଲା। ଚଳିତ ବିଜେପୁର ନିର୍ବାଚନ ମଣ୍ତଳି...

ଚକଡାର ପ୍ରାର୍ଦୁଭାବ ସଙ୍କଟରେ ଚାଷୀକୂଳ ।

ବରପାଲି :ବରପାଲି ଅଞ୍ଚଳର ଚଳିତ ଧାନଚାଷରେ ଚକଡାର ଅନାୟସ ପ୍ରାର୍ଦୁଭାବ ବୃଦ୍ଧି ପାଉଥିବାରୁ ଚାଷୀକୂଳକୁ ବେହାଲ ଅବସ୍ଥାକୁ ପହଞ୍ଚିଯାଇଛି। ବର୍ତ୍ତମାନ ଧାନ ଚାଷ କାର୍ଯ୍ଯର ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ତ ମୁହୁର୍ତ୍ତ ରହିଥିବାସ୍ଥଳେ ବହୁସ୍ଥାନରେ ଧାନଗଛ...

ବରପାଲି ମହାବିଦ୍ୟାଳୟରେ ଉଦ୍ୟମିତା ସମ୍ପର୍କିତ ପାଠଚକ୍ର ।

ବରପାଲି - ବରପାଲି ମହାବିଦ୍ୟାଳୟ ପରିସରରେ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ ଅହମଦାବାଦ, ଗୁଜରାଟ ଓ ମହାବିଦ୍ଯାଳୟ ମିଳିତ ଉଦ୍ଯମରେ ଉଦ୍ୟମିତା ସମ୍ପର୍କିତ ଏକ ଆଲୋଚନା ପାଠଚକ୍ର ଆୟୋଜିତ ହୋଇଯାଇଛି। ମହାବିଦ୍ଯାଳୟ ଭାରପ୍ରାପ୍ତ...

ଲକ୍ଷାଧିକ ଟଙ୍କାର ଖଇର କାଠ ସହ ଅଭିଯୁକ୍ତ ଗିରଫ ।

ପଦ୍ମପୁର-ପଦ୍ମପୁର ବନଖଣ୍ଡ ଫିରିଙ୍ଗିମାଲ ପଞ୍ଚାୟତ ରୋଡ଼ ନିକଟରେ ଏକ ପିକଅପ ସାହାଯ୍ୟରେ ଖଇର କାଠ ଗଣ୍ଡି ଚୋରି ହେଉଥିବା ଖବର ପାଇ ଭାରପ୍ରାପ୍ତ ରେଞ୍ଜର ସୁଦାମ ଜଗଦଳା ସହକର୍ମୀ ସହ ଚଢ଼ାଉ କରିଥିଲେ।...

ହଜାର ହଜାର ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ଆପ ପ୍ରାର୍ଥୀ ବାଲ୍ମୀକି ନାଏକ ।

https://youtube.com/watch?v=fDDAL9VK7bQ&feature=shared ପଦ୍ମପୁର - ଆଜି ନିଜ ମା ବାପାଙ୍କ ଆଶୀର୍ବାଦ ନେବା ସହ ସିମିଳିଖୋଲିଏନ ଠାରେ ଇଷ୍ଟଦେବୀ ମାଁ ସିମିଳିଖୋଲିଏନ ମନ୍ଦିର ଠାରେ ପୂଜାର୍ଚ୍ଚନା ସାରି ପଦ୍ମପୁର ଅଭିମୁଖେ ବାହାରିଥିଲେ।ପଦ୍ମପୁର ରେ ଏକ ସଭା...

ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ସମେତ ଓଡ଼ିଶା ମାଟିର ସେବା କରିବା ପାଇଁ ସବୁବେଳେ ଆଗଭର ରହିବି- ଧର୍ମେନ୍ଦ୍ର ପ୍ରଧାନ । • ଏସସି, ଏସଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକଙ୍କ ସହ ନାମାଙ୍କନ...

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ଅମୀୟ ଦାସ ।

ଭୁବନେଶ୍ୱର-ଭୁବନେଶ୍ୱରଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପିବିଧାୟକ ପ୍ରାର୍ଥୀ ତଥା ରାଜ୍ୟବିଜେପିଉପସଭାପତି ଅମୀୟ ଦାସଙ୍କସହଶତାଧିକବିଜେପିଓ କଂଗ୍ରେସକର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜିଶଙ୍ଖଭବନ ଠାରେରାଜ୍ୟସଭାସାଂସଦ ଡକ୍ଟରସସ୍ମିତ ପାତ୍ର, ଭୁବନେଶ୍ୱରଏକାମ୍ରବିଧାୟକ ଅଶୋକ ପଣ୍ଡା,ଭୁବନେଶ୍ୱରଉତ୍ତରବିଧାୟକସୁଶାନ୍ତ ରାଉତ,ଭୁବନେଶ୍ୱରମେୟରସୁଲୋଚନା ଦାସଙ୍କଉପସ୍ଥିତିରେବିଜେଡିରେଯୋଗ ଦେଇଛନ୍ତି...

ଖଇରଭାଡ଼ି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଲସ ଶୋଭାଯାତ୍ରା ।

ନୂଆପଡ଼ା(ଡୋଲେଶ୍ୱର ବାଗ)-ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରଭାଡି ଗ୍ରାମରେ ଆସନ୍ତା କାଳିଠୁ ଆରମ୍ଭ ହେବାକୁଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି...

ଅବସର ନେଲେ ସହଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରଭାତ କୁମାର ପାତ୍ର ।

ନୂଆପଡା(ଡୋଲେଶ୍ୱର ବାଗ)-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଆନୁକୂଲ୍ୟରେ ବ୍ଲକ ଅନ୍ତର୍ଗତ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି...

Most Read

error: Content is protected !!