Monday, May 20, 2024
spot_imgspot_imgspot_img

Monthly Archives: April, 2024

ଡଙ୍ଗାଘାଟରେ ବର୍ଷାଙ୍କ ନିର୍ବାଚନୀ ସଭା l

ପଦ୍ମପୁର - ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡଙ୍ଗାଘାଟ ଠାରେ ଏକ ପଞ୍ଚାୟତ ସ୍ତରୀୟ ରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ...

ଅବସର ନେଲେ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପମଞୁରୀ ଦେହୁରୀ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ଏନଏସି ଅଧିନ କାଣ୍ଡପାଲି ଉନ୍ନତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପମଞୁରୀ ଦେହୁରୀଙ୍କ ଅବସର କାଳୀନ ବିଦାୟ ସମର୍ଦ୍ଦନା ସଭା...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୭୦ ୟୁନିଟ ରକ୍ତ ସଂଗୃହିତ ।

ବରଗଡ଼ -ବରଗଡ ରକ୍ତଭଣ୍ଡାରରେ ରକ୍ତର ବ୍ୟାପକ ଅଭାବ ରହିଥିବାବେଳେ ରକ୍ତ ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପ୍ରବଳ ଗ୍ରୀଷ୍ମରେ ଲୋକେ ରକ୍ତଦାନ କରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି |...

ଦେବଗଡ଼ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶାକୁ ଆସୁଥବା କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କ’ଣ ପାଇଁ ? ଧର୍ମେନ୍ଦ୍ର ପ୍ରଧାନ • ରାଜ୍ୟ ସରକାରଙ୍କୁ ଘାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ ନେଇଯିବା ଡର• ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବରୁ...

ଆଦିବାସୀଙ୍କ ଜମି ଛଡାଇନେବା ପାଇଁ ଓଡ଼ିଶା ସରକାର କ୍ୟାବିନେଟ୍ ନିଷ୍ପତି ନେଇଥିଲେ କି ନାହିଁ ? -ଧର୍ମେନ୍ଦ୍ର ପ୍ରଧାନ ।

ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ଆଧାରରେ ବିଜେଡି ନେତାଙ୍କ ମନ୍ତବ୍ୟ ପ୍ରସଙ୍ଗ । • ପ୍ରଥମେ ଆଦିବାସୀଙ୍କ ବିରୋଧରେ ୫୦ ହଜାରରୁ ଅଧିକ ଅବକାରୀ,ଜଙ୍ଗଲ ଓ ଅନ୍ୟାନ୍ୟ ମାମଲା ରୁଜୁ କରାଇଲେ, ପରେ ୫୦ ହଜାର...

ବୁଡେନ ଅଞ୍ଚଳରେ ଜଙ୍ଗଲୀ ହାତୀ : ଡାକବାଜି ଯନ୍ତ୍ରରେ ସଚେତନ କରୁଛି ବନ ବିଭାଗ ।

ପଦ୍ମପୁର -ପଦ୍ମପୁର ଅନ୍ତର୍ଗତ ବୁଡେନ ଅଞ୍ଚଳରେ ତିନୋଟି ଜଙ୍ଗଲୀ ହାତୀ ଫୁଲମତିପୁର ଅଞ୍ଚଳରେ ଥିବା ବନ ବିଭାଗ ଖବର ପାଇଥିଲା ।ଏହି ବଣୁଆ ହାତୀ ପାଟଣାଗଡ଼ ପଟରୁ ଆସିଥିବା ଜଣାପଡ଼ିଥିଲା...

ଅବସର ନେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନରେନ୍ଦ୍ର ସେଠ୍ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଅନ୍ତର୍ଗତ ରୁଝେନମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନରେନ୍ଦ୍ର ସେଠ୍ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଉକ୍ତ...

ଗଛ ଆଳରେ ରାସ୍ତା ନିର୍ମାଣ କାମରେ ଓବିସିସି କମ୍ପାନୀର ଚଞ୍ଚକତା : ଜିଲ୍ଲାପାଳଙ୍କ ପାଖରେ ଗ୍ରାମବାସୀଙ୍କ ଅଭିଯୋଗ ।

ଗାଇସିଲେଟ-ବରଗଡ ଜିଲ୍ଲା ଏକାମ୍ର ଛକ ଠାରୁ ଦୁବଳାବାହାଲ ଭାୟା ବିଜେପୁର ରାସ୍ତାର ପ୍ରଶସ୍ତିକରଣ କାମ ଚାଲୁଛି। ଏହି ନିର୍ମାଣଧିନ ରାସ୍ତା ଏକାମ୍ର ଛକ ଠାରୁ ଝିଲ୍ଳୀ ନାଳା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ କରୁଥିବା...

ଆଶୀର୍ବାଦ ସଭାରେ ଗାଁ ମାଟିର ସନ୍ତାନକୁ ଆଶୀର୍ବାଦ କରିବା ପାଇଁ ଅନୁରୋଧ ।

ପାଇକମାଳ(ଦୁର୍ଯ୍ୟୋଧନ ପୁଟା)- ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ବିଜେପି ର ଏକ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହାକୁ ସରୋଜ ସାମଲ ସଂଯୋଜନା କରିଥିଲେ। ଏହି ସଭାରେ ପାଇକମାଳ...

ଚାଷୀ ସଂଗଠନର ହସ୍ତଖେପ ପରେ ଅଧିକ ପାଞ୍ଚ ଦିନ କେନାଲ ପାଣି ପାଇବେ ଚାଷୀ ।

ବରଗଡ଼-ବରଗଡ଼ ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଯେତିକି ଦିନ ସେତିକି ସମସ୍ୟା ଦେଖିବାକୁ ମିଳିଥାଏ। ନକଲି ବିହନ, ନକଲି ସାର ଔଷଧ, ଚାଷୀଙ୍କ ନାଁ କୃଷି ଯନ୍ତ୍ରପାତି ସବସିଟି ମାରଣ, ରୋଗପୋକ, ଇନପୁଟ ସବସିଟି...

Most Read

error: Content is protected !!