Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତି୨୦୦୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ।

୨୦୦୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ।

ଭଟଲି – ତୁରୁଙ୍ଗା ସ୍ଥିତ ବୈଷ୍ଣୋଦେବୀ ମନ୍ଦିର ପ୍ରାଙ୍ଗଣ ରେ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟର ୨୦୦୫ ମ୍ୟାଟ୍ରିକ ବ୍ୟାଚ୍ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପ୍ରଧାନ, ବିଜୟ କୁମାର ଠାକୁର, ଚନ୍ଦ୍ରମଣି ଭୁଏ, ନିରୁପମା ରଥ, ପ୍ରମୁଖ ଯୋଗଦେଇ ଛାତ୍ର ଜୀବନ ଉପରେ ଆଲୋକପାତ କରି ପୁରୁଣା ଦିନକୁ ମନେ ପକାଇଥିଲେ। ସୁଦର୍ମା ପ୍ରଧାନ , ବିଜୟ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

error: Content is protected !!