Saturday, March 7, 2026
HomeUncategorizedସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥାଏରଡ ପରୀକ୍ଷା ସେବା ଆରମ୍ଭ ।

ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥାଏରଡ ପରୀକ୍ଷା ସେବା ଆରମ୍ଭ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥାଏରଡ ପରୀକ୍ଷା ସେବା ଆରମ୍ଭ ହୋଇଅଛି। ମହିଳା ଙ୍କ ମଧ୍ୟରେ ବିଶେଷ ରୂପେ ଏହି ପରୀକ୍ଷା କରିଥାନ୍ତି। ଏହା ଦ୍ବାରା ତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ପରୀକ୍ଷା କରି ଔଷଧ ସେବନରେ ଆରୋଗ୍ୟ ଲାଭ କରିପାରିବେ। ମାଗଣା ରେ ଏହି ପରୀକ୍ଷା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମହଜୁଦ ରହିଅଛି। ଯାହାଦ୍ବାରା ସମସ୍ତେ ଏହାର ଲାଭ ଉଠାଇ ପାରିବେ।

ଆବଶ୍ୟକ ଥିବା ବ୍ୟକ୍ତି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରୀକ୍ଷା ୟୁନିଟ କୁ ଯାଇ ନିଜ ପରୀକ୍ଷା କରିବାକୁ ଅନୁରୋଧ। ସ୍ବାସ୍ଥ୍ୟ କେନ୍ଦ୍ର ରେ କ୍ଷୀରୋଦ ବେମାଲ ଏ ଏଇହି ପରୀକ୍ଷା କରୁଛନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂଆପଡ଼ା ଜିଲ୍ଲା ର ସିନାପାଲି ବ୍ଲକ୍ ସହ ପଡୋଶୀ ଜିଲ୍ଲା କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳ, ପଡୋଶୀ ରାଜ୍ୟ ଛତିଶଗଡ଼ ର ଦେଭୋଗ ଅଞ୍ଚଳ ମଧ୍ୟ ଚିକିତ୍ସା ନେଇ ନିର୍ଭର କରିଛନ୍ତି।ସେହିପରି ରକ୍ତ ଶିକୁଳି ରୋଗ ର ପରୀକ୍ଷା ମଧ୍ୟ କରୁଛନ୍ତି।

error: Content is protected !!