Saturday, March 7, 2026
Homeଅଘଟଣସାମ୍ୱାଦିକଙ୍କ ମାତୃ ବିୟୋଗ ।

ସାମ୍ୱାଦିକଙ୍କ ମାତୃ ବିୟୋଗ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ମେଲଚ୍ଛାମୁଣ୍ଡା ଅଞ୍ଚଳର ସାମ୍ବାଦିକ ମନୋଜ କୁମାର ଭୋଇ ଙ୍କ ମା ବେଲମତି ଭୋଇଙ୍କ ରବିବାର ରାତ୍ରରେ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ସରଳ, ଶିକ୍ଷିତ ତଥା ପରୋପକାରୀ ମହିଳା ଥିଲେ। ତାଙ୍କର ନିଧନ ଖବର ପ୍ରଚାର ହେବ ପରେ ଅଂଚଳରେ ଶୋକର ଲହରୀ ଖେଳି ଯାଇଥିଲି। ଅନେକ ଗଣ୍ୟମାନ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।

ମୃତ୍ୟୁ ଶଯ୍ୟା ପାଖରେ ବଡ ପୁଅ ମନୋଜ ଭୋଇ, ସାନ ପୁଅ ଗୌର ଚନ୍ଦ୍ର ଭୋଇ, ଝିଅ ସନ୍ଧ୍ୟାରଣି ଥପା ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସୋମବାର ସକାଳେ ତାଙ୍କ ମର ଶରୀରକୁ ଗ୍ରାମ ମଶାଣିରେ ଦାହ କରାଯାଇଥିଲା। ବଡ ପୁଅ ମନୋଜ କୁମାର ଭୋଇ ମୁଖାଗ୍ନି ଦେଇଥିଲେ।

error: Content is protected !!