Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସମାଜସେବା ପାଇଁ ୟୁପିରେ ସମ୍ମାନୀତ ହେଲେ ଇଜିଂନିୟର କ୍ଷୀରମହୋନ ଅଦାବର ।

ସମାଜସେବା ପାଇଁ ୟୁପିରେ ସମ୍ମାନୀତ ହେଲେ ଇଜିଂନିୟର କ୍ଷୀରମହୋନ ଅଦାବର ।

ଅତାବିରା(ସୁରେନ୍ଦ୍ର କଠାର)-ଉତ୍ତର ପ୍ରଦେଶର ଗ୍ରେଟର ନୋଇଡାର PIIT କଲେଜ ରେ ଏକ ରାଷ୍ଟ୍ରୀୟ ଗୌରବ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ସମାଜ କଲ୍ୟାଣ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା କରା ଯାଇଥିଲା, ଏଥିରେ ସାରା ଭାରତରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା 51ଜଣ ମହାନ ବ୍ୟକ୍ତି ଙ୍କୁ ରାଷ୍ଟ୍ର ଗୌରବ ସମ୍ମାନରେ ସମ୍ମାନିତ କରା ଯାଇଥିଲା ।

ଏଥିରେ ଆମ ଓଡିଶାର ବରଗଡ ଜିଲ୍ଲା ଭେଡେନ ବ୍ଲକ ଭାଂଗକୁଦ ଗ୍ରାମର ଇଞ୍ଜିନିର କ୍ଷୀର ମୋହନ ଅଦାବରଙ୍କୁ ସମାଜ ସେବା ପାଇଁ ସମ୍ମାନିତ କଯାଇଥିଲା, ଏହା ଆମ ଓଡିଶା ପାଇଁ ଏକ ଗର୍ବ |

error: Content is protected !!