Saturday, March 7, 2026
Homeରାଜନୀତିଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଅତାବିରା ବିଧାୟକ ।

ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଅତାବିରା ବିଧାୟକ ।

ଅତାବିରା(ସୁରେନ୍ଦ୍ର କଠାର)-ବିଜେପି ସରକାର ରାଜ୍ୟରେ ବିଭିନ୍ନ ବିଭାଗର ସୁପରିଚାଳନା ପାଇଁ କମିଟିମାନ ଗଠନ କରୁଛନ୍ତି। ଏହିପରିପ୍ରେକ୍ଷୀରେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ମିଳିଛି। ଶ୍ରୀ ମହାନନ୍ଦ ସଚିବାଳୟ ପକ୍ଷରୁ ବିଭିନ୍ନ ବିଭାଗକୁ ନେଇ ଗଠନ ହୋଇଥିବା ଷ୍ଟାଣ୍ଡିଂ କମିଟିର ସଦସ୍ୟ ନିଯୁକ୍ତ କରାଯାଇଛି।

ଏହାଜାଣିବା ପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

error: Content is protected !!