Saturday, April 19, 2025
spot_imgspot_imgspot_img
Homeରାଜ୍ୟଲରମ୍ଭା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ।

ଲରମ୍ଭା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନ ଲରମ୍ଭା ଠାରେ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏବଂ ନୂତନ ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ବିଜୟ କଲତା, ସମ୍ବଲପୁର ବିଭାଗ ସହ ସଂଯୋଜକ ଅଚ୍ୟୁତ ମାଝୀ ,ବରଗଡ଼ ନଗର ଉପ ସଭାପତି ହୃଷୀକେଶ ରଥ ଓ ଭେଡେନ ନଗରର ମିଡ଼ିଆ ପ୍ରମୁଖ ମନୋଜ ପଞ୍ଚମ ଯୋଗ ଦେଇଥିଲେ ।

ଅତାବିରା ନଗର ସଭାପତି ଭାବେ ରାମକୃଷ୍ଣ ସାହୁ,ପବିତ୍ର ମହାରଣା ଉପ ସଭାପତି, ଗୁଳଠୁ ମିନ୍ ଅତାବିରା ନଗର ସମ୍ପାଦକ,ଓମ୍ ପ୍ରକାଶ ଗଡତିଆ ସହ ସମ୍ପାଦକ ଭାବେ ନିର୍ବାଚିତ ହେଲେ । ଶିବାଶିଷ କରଲି,ଗଣେଶ ମୁନା ଏସଏଫଏସ ପ୍ରମୁଖ , ବୈଭବ ପ୍ରଧାନ ସହ ପ୍ରମୁଖ , ମହେଶ ସାହୁ ଏସଡିଏଫ ପ୍ରମୁଖ,ଆଶିଷ ପ୍ରଧାନ ସହ ପ୍ରମୁଖ, ପ୍ରଭାସ ସାହୁ ଆରକେଏମ ପ୍ରମୁଖ,ସମ୍ବିତ ଭୋଇ ସହ ପ୍ରମୁଖ,ଇଲୁ ନାୟକ ସୋସିଏଲ ମିଡ଼ିଆ ପ୍ରମୁଖ, ସମ୍ୟରଞ୍ଜନ ଦନ୍ତା ସହ ପ୍ରମୁଖ ,

ଓମ୍ ମିଶ୍ର ସିଡିଡି ପ୍ରମୁଖ, ଅଂଶୁମାନ ପଣ୍ଡା ସହ ପ୍ରମୁଖ,ଅଙ୍କିତ ଓରାମ କାର୍ଯ୍ୟ କାରିଣୀ ସଦସ୍ୟ, ରାହୁଲ ବିଶି,ପ୍ରଜ୍ଞା ଦୁଆଁ,ଅଂଶୁମାନ ଭୋଇ,ସୁରଜ୍ ବେହେର,ଶୁଭମ୍ ପ୍ରଧାନ,ଖାଗେଶ କଲେଟ,ମଳୟ ପ୍ରଧାନ,ଶୁଭମ୍ ସାହୁ,ଚନ୍ଦନ ବଗର୍ତ୍ତି ଜିତେଶ ପ୍ରଧାନ ଏବଂ ଅତାବିରା ନଗରର ସମସ୍ତ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଟିମ୍ ଆଗାମୀ ଦିନରେ କେମିତି ଆଗକୁ ବଢ଼ି ଜ୍ଞାନ ଚରିତ୍ର ଏକତା ଏବଂ ଆଗାମୀ କଲେଜ୍ ନିର୍ବାଚନକୁ ଆଗରେ ରଖି କେମିତି ସୁଦ୍ରୁଢ ହେବ ସେ ବିଷୟରେ ଆଲୋଚନା ହେଲା ।

error: Content is protected !!