Saturday, March 7, 2026
Homeରାଜନୀତିମୁରିବାହାଲରେ ବିଜେଡି ସଦସ୍ୟତା ଅଭିଯାନ ।

ମୁରିବାହାଲରେ ବିଜେଡି ସଦସ୍ୟତା ଅଭିଯାନ ।

କଣ୍ଟାବାଞ୍ଜି-କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ମୁରିବାହାଲ ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତରେ ମୁରିବାହାଲ ବ୍ଲକ ସଭାପତି ମିନି କେତନ ପାତ୍ରଙ୍କ ସଭାପତିତ୍ବରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ଵରେ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି। ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ବ୍ଲକ ନେତା ଗମ୍ଭୀର ରଣା, ହୃଦା ରଣା, ସୁଶାନ୍ତ ରଣା, ଚୁଡା ମଣି ରଣା, ମୁରଲୀ ରଣା, ଭାରତ ରଣା, ବୁଧ ରଣା, ପ୍ରେମ ନନ୍ଦ ରଣା, ଶ୍ରୀପତି ରଣା, କଷ୍ଟ ରଣା, ଚନ୍ଦ୍ର ଜାଲ, କାନ୍ଥ ସୁନା, ମଣ୍ଟୁ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!