Saturday, March 7, 2026
Homeରାଜ୍ୟମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଭିତ୍ତିପ୍ରସ୍ତର ସ୍ଥାପିତ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଭିତ୍ତିପ୍ରସ୍ତର ସ୍ଥାପିତ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଧାନ୍ଦୁପାଲି,ଘେଁସରା, ସରେଇକେଲା ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମୋଟ ପ୍ରାୟ ୧୧ କୋଟିର ରାସ୍ତା କାମ ଆରମ୍ଭ କରାଯିବ। ସୋଢା – ଧାନ୍ଦୁପାଲି ରାସ୍ତା ବାଦିକଟା – ଘେଁସରା ରାସ୍ତା ସରେଇକେଲା – ବାଦିକଟା ପାଇଁ ଟଙ୍କା ଓଡ଼ିଶା ସରକାର ମଞ୍ଜୁର କରିଛନ୍ତି।

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ସମୟରେ ବିଭାଗୀୟ ଅଧିକାରୀ,ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ନିମ୍ନମାନର କାମ ନେଇ ଗ୍ରାମବାସୀଙ୍କ ଅଭିଯୋଗକୁ ସାଂସଦ ପ୍ରଦୀପ ପୁରୋହିତ ଜୈନିକ ଜେ.ଇ ଓ ଠିକାଦାରଙ୍କୁ ତାଗିଦ କରିଥିଲେ।

error: Content is protected !!