Saturday, March 7, 2026
Homeଅଘଟଣବିଷାକ୍ତ ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ ।

ବିଷାକ୍ତ ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଡାଳିମ୍ବ ମାଝୀ ୧୭ ବର୍ଷ ଙ୍କୁ ବିଷାକ୍ତ ସାପ କାମୁଡ଼ାରେ ମୃତ ହୋଇଅଛି। ନିଜ ଘରେ ଶୋଇ ଥିବା ଅବସ୍ଥାରେ ବେଙ୍କ ନିକଟରେ ବିଷାକ୍ତ ସାପ କାମୁଡା ଥିବା ସେ କହିଥିଲେ।

ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ତାଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ବେଳେ ତାଙ୍କ ମୃତ୍ୟୁ ହୋଇଅଛି। ବୋଡ଼େନ ପୋଲିସ ବାହାରି ଥିବା ବୋଡ଼େନ ଥାନା ଅଧିକାରୀ ଗୋବିନ୍ଦ ମାଝୀ ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡିଛି।

error: Content is protected !!