Sunday, April 20, 2025
spot_imgspot_imgspot_img
Homeରାଜନୀତିବିଜେପି ଛାଡି ବିଜେଡି ରେ ମିଶିଲେ ପଞ୍ଚାୟତ ସଭାପତିଙ୍କ ସମେତ ୩୦ କର୍ମୀ ।

ବିଜେପି ଛାଡି ବିଜେଡି ରେ ମିଶିଲେ ପଞ୍ଚାୟତ ସଭାପତିଙ୍କ ସମେତ ୩୦ କର୍ମୀ ।

ପଦ୍ମପୁର – ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଝାରବନ୍ଧ ବ୍ଳକ୍ ଗୁଠୁଗୁଡା ବିଜେପିର ପଞ୍ଚାୟତ ସଭାପତି ମହେନ୍ଦ୍ର ବାରିକ, ପୂର୍ବତନ ସଭାପତି ଧନୁର୍ଯ୍ୟ ସାହୁ ଙ୍କ ସହ ୩୦ ରୁ ଊର୍ଦ୍ଧ୍ଵ ବିଜେପି କର୍ମୀ ବିଜେଡି ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଶ୍ଵନାଥ ନାୟକ, କୋ ଅର୍ଡିନେଟର ରାଜୁ ଘିବେଲା ସମସ୍ତଙ୍କୁ ଉପଢୌକନ ଦେଇ ସ୍ଵାଗତ କରିଥିଲେ l

error: Content is protected !!