Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲିରେ ବ୍ଲକ ଜନସ୍ବାସ୍ଥ୍ୟ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ ।

ବରପାଲିରେ ବ୍ଲକ ଜନସ୍ବାସ୍ଥ୍ୟ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ ।

ବରପାଲି-ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପୂର୍ତ୍ତବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବ୍ଲକ ଜନସ୍ବାସ୍ଥ୍ୟ କେନ୍ଦ୍ର ସି.ଏଚ.ସି.ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଓ ସମ୍ମାନିତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଦୀନେଶ ଗହୀର ଯୋଗଦେଇ ଭୂମିପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗୀୟ ଏସ.ଡି.ଓ. ସୁସ୍ମିତା ସାହୁ,ମେଡ଼ିକାଲ ଅଫିସର ଡ଼ା. ରାଜେଶ ବେହେରା ,ଆନନ୍ଦ ବାବୁ,ଅରବିନ୍ଦ ବାବୁ,ଜୟନ୍ତ ତ୍ରିପାଠୀ,ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ସହ ବିଜେପି ନଗରମଣ୍ଡଳ ସଭାପତି ପଦ୍ମଲୋଚନ ସାହୁ, ସତଲମା ମଣ୍ଡଳ ସଭାପତି ଧିରୋଜ ପଧାନ,ମହିଳା ମୋର୍ଚ୍ଚା ସଭାପତି ବନ୍ଦନା ବେହେରା,ଚୁମକୀ ମେହେର,ଶରତ ଦାଶ,ଦୟାଳୁ ସାହୁ,ଶ୍ୟାମ ଶ୍ରୀବସ୍ତାଵ,ଲବ ବେହେରା,ଦେବାନନ୍ଦ ଦାଶ, ଶାସ୍ତ୍ରୀ ପଣ୍ଡା,ବିକି ସୋନି,ବୁଲୁ ରଣା,ବିକି ଥାଇତ,ମହେଶ ଦେବତା,ଶରତ ବିଶି ପ୍ରମୁଖ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ । ହାରାହାରି ୮୦ ଲକ୍ଷ ଅଟକଳରେ କାର୍ଯ୍ଯକ୍ରମରେ ନିର୍ମାଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଥିଲା । 

error: Content is protected !!