Saturday, March 7, 2026
Homeରାଜନୀତିବରଗଡ ଜିଲ୍ଲାରେ ବିଜେପିକୁ ଶକ୍ତ ଝଟକା : ବିଜେପି ଛାଡିଲେ ଡା. ସୁଶୀଲ ଶର୍ମା...

ବରଗଡ ଜିଲ୍ଲାରେ ବିଜେପିକୁ ଶକ୍ତ ଝଟକା : ବିଜେପି ଛାଡିଲେ ଡା. ସୁଶୀଲ ଶର୍ମା ।

ବିଜେପୁର – ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ର ଡା. ସୁଶିଲ ଶର୍ମା ଜଣେ ସଫଳ ଡାକ୍ତର ହେବା ସଙ୍ଗେ ସଙ୍ଗେ ସମାଜ ସେବୀ ଓ ବିଜେପି ଦଳ ର କର୍ମୀ ଭାବରେ ବହୁଦିନ ହେବ କାର୍ଯ୍ୟ କରି ଆସୁଥିଲେ l ସେ ପୂର୍ବତନ ବିଧାୟକ ସ୍ୱର୍ଗତ ମୁରାରୀ ମିଶ୍ର ଙ୍କ ଜ୍ୱାଇଁ ଅଟନ୍ତି l ଶ୍ରୀ ଶର୍ମା ସବୁ ବେଳେ ଲୋକ ଙ୍କ ସୁଖ ଦୁଃଖ ରେ ଛିଡା ହେଉଥିଲେ ଓ ବିଜେପୁର ନିର୍ବାଚନ ମଣ୍ଡଳୀ ରେ ତାଙ୍କର ଜନ ସମ୍ପର୍କ ଓ ନେତୃତ୍ୱ ବେଶ ଲୋକ ଙ୍କୁ ପସନ୍ଦ ଥିଲା l ଏମିତି ଏକ ବ୍ୟକ୍ତିତ୍ୱ କୁ ବିଜେପି ଦଳ ଅଣଦେଖା କରିଥିବାର ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦ ରୁ ଇସ୍ତାବl ଦେଇଛନ୍ତି ଏବଂ ନିଜ ଇସ୍ତଫା ପାତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜେପି ନଡ୍ଡା, ଅମିତ ଶାହା ପାଖକୁ ପ୍ରେରଣ କହିଛନ୍ତି l

error: Content is protected !!