Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବନ ସୁରକ୍ଷା ସମିତିର କୋଠା ପାଇଁ ସ୍ଥାନ ନିରୂପଣ କଲେ ବିଡିଓ ।

ବନ ସୁରକ୍ଷା ସମିତିର କୋଠା ପାଇଁ ସ୍ଥାନ ନିରୂପଣ କଲେ ବିଡିଓ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା, କଟାବାହାଲ ଓ କୁଲିଆରୀ ଗ୍ରାମରେ ବନ ବିଭାଗ ପକ୍ଷରୁ ତିଆରି ହେବାକୁ ଯାଉଥିବା ବନ ସୁରକ୍ଷା ସମିତିର କୋଠା ଘର ପାଇଁ ଆଜି ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝି ତାଙ୍କ ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ତିନୋଟି ଗ୍ରାମରେ ସ୍ଥାନ ନିରୂପଣ କରିଛନ୍ତି ।

ଏହି ଅବସରରେ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ବିକାଶ ଅଢା,ଗାଇସିଲେଟ ବନପାଲ ଶ୍ରୀଯୁକ୍ତ ଅଶ୍ଵିନୀ ଭୋଇ,ବନରକ୍ଷୀ ଅନିଲ କୁମାର ସାହୁ ,ରାଜସ୍ବ ନୀରିକ୍ଷକ ଗୁରୁଦେବ ସୁନା, ଅମିନ ବିଶ୍ଵ ପ୍ରତାପ ପାଣି ଉପସ୍ଥିତ ଥିଲେ ।

error: Content is protected !!