Saturday, March 7, 2026
Homeଅଘଟଣପୁରୁଣା ଓ୍ବାରେଣ୍ଟରେ ଜଣେ ଗିରଫ ।

ପୁରୁଣା ଓ୍ବାରେଣ୍ଟରେ ଜଣେ ଗିରଫ ।

ଅତାବିରା-ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଭେଡେନ ପୋଲିସ ଆଜି ଶୁକ୍ରବାର ଦିନ ଭୂବନପାଲି ଅଞ୍ଚଳରେ ଜଣେ ବ୍ଯକ୍ତିକୁ ଗିରଫ କରି କୋର୍ଟ ଚାଲଣା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଭେଡେନ ଥାନା ଅଧିନ ଭୂବନପାଲି ଗ୍ରାମର ଲେକ୍ରୁ ବିଶିଙ୍କ ୨୭ ବର୍ଷିଆ ପୁତ୍ର ବଲରାମ ବିଶିଙ୍କୁ ଭୂବନପାଲି ଅଞ୍ଚଳରେ ଗିରଫକରି କୋର୍ଟ ଚାଲଣା କରିଥିବା ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାସ ସୂଚନା ଦେଇଛନ୍ତି।

error: Content is protected !!