Saturday, March 7, 2026
Homeରାଜନୀତିପଦ୍ମପୁର ଓକିଲ ସଂଘ ନିର୍ବାଚନ: ଆନନ୍ଦ କୁମାର ପଣ୍ଡା ସଭାପତି ଓ ଚିନ୍ମୟ କୁମାର ପଣ୍ଡା...

ପଦ୍ମପୁର ଓକିଲ ସଂଘ ନିର୍ବାଚନ: ଆନନ୍ଦ କୁମାର ପଣ୍ଡା ସଭାପତି ଓ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ।

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଓକିଲ ସଂଘ କାର୍ଯ୍ୟାଳୟ ଠାରେ ପଦ୍ମପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ସର୍ବସମ୍ମତି କ୍ରମେ ସଭାପତି ଆନନ୍ଦ କୁମାର ପଣ୍ଡା, ଉପ ସଭାପତି କେଶବ ସାହୁ, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, ସହ ସମ୍ପାଦକ ରୋହିତ କୁମାର ଭୋଇ ଓ କୋଷାଧ୍ୟକ୍ଷ ଭାବରେ ଲକ୍ଷଣ ସାହୁ ମନୋନୀତ ହୋଇଛନ୍ତି । ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ସମସ୍ତ ଓକିଲ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

error: Content is protected !!