Saturday, March 7, 2026
Homeରାଜନୀତିନୂଆପଡ଼ା ଜିଲ୍ଲା ବି.ଜେ.ପି କାର୍ଯ୍ୟାଳୟ ପରିସର ମଧ୍ୟରେ ଡ଼ ଶ୍ୟାମ ପ୍ରକାଶ ମୁଖାର୍ଜୀଙ୍କ ୭୦ତମ ବଳିଦାନ...

ନୂଆପଡ଼ା ଜିଲ୍ଲା ବି.ଜେ.ପି କାର୍ଯ୍ୟାଳୟ ପରିସର ମଧ୍ୟରେ ଡ଼ ଶ୍ୟାମ ପ୍ରକାଶ ମୁଖାର୍ଜୀଙ୍କ ୭୦ତମ ବଳିଦାନ ଦିବସ ପାଳିତ ।

ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସର ମଧ୍ୟରେ ଡ଼ ଶ୍ୟାମ ପ୍ରକାଶ ମୁଖାର୍ଜୀ ଙ୍କ ୭୦ତମ ବଳିଦାନ ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଶ୍ୟାମ ପ୍ରକାଶ ମୁଖାର୍ଜୀ ଙ୍କ ଜୀବନ ଦେଶ ପାଇଁ ଉସର୍ଗିକୃତ କରିଥିବା ବେଳେ ଚିର ସ୍ମରଣୀୟ ଅଟନ୍ତି ବୋଲି ପ୍ରକାଶ କରିଥିଲେ। ସଭାରେ ବିଜେପି ଜିଲ୍ଲା ଯୁବ ସଭାପତି ଅଭିନନ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ କମଲେଶ ଦୀକ୍ଷିତ, ତୁଳସ ପଟେଲ, ପ୍ରମୁଖ ଯୋଗ ଦେଇଥିବା ବେଳେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ।

error: Content is protected !!