Sunday, April 20, 2025
spot_imgspot_imgspot_img
Homeଅଘଟଣନିଆଁ ରେ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖଲି ଦୋନା ।

ନିଆଁ ରେ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖଲି ଦୋନା ।

ପଦ୍ମପୁର-ନିଆଁ ରେ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖଲି ଦୋନା । ପଦ୍ମପୁର ନିକଟସ୍ଥ ପୁରେନା ଗାଁର ପ୍ରହଲ୍ଲାଦ ସାହୁ ଯୁଦ୍ର ଶିଳ୍ପ ରେ ଖଲି ଦୋନା ତିଆରି କରି ବିକ୍ରୟ କରିଥାନ୍ତି ।

ଆଜି ସକାଳୁ କୌଣସି କାରଣରୁ ଏହି କାରଖାନାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଖଲି ଦୋନା ପୋଡି ନଷ୍ଟ ହୋଇ ଯାଇଛି ।ପଦ୍ମପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

error: Content is protected !!