Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନବନିର୍ବାଚିତ ବିଧାୟକ ତଥା ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ କର୍ମକାଣ୍ଡ ପଣ୍ଡିତ ଗଣ ।

ନବନିର୍ବାଚିତ ବିଧାୟକ ତଥା ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ କର୍ମକାଣ୍ଡ ପଣ୍ଡିତ ଗଣ ।

ବରଗଡ଼-ବରଗଡ ନବନିର୍ବାଚିତ ଲୋକସଭା ସାଂସଦ ଶ୍ରୀମାନ ପ୍ରଦୀପ ପୁରୋହିତ ଏବଂ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କୁ ଭୂବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନରେ ବରଗଡ଼ ଜିଲ୍ଲାର ଜଣାଶୁଣା ପଣ୍ଡିତ ଶ୍ରୀଯୁକ୍ତ ଟଙ୍କଧର ସାବତ,

ପଣ୍ଡିତ ପ୍ରଶାନ୍ତ ମହାପାତ୍ର, ପଣ୍ଡିତ ରଞ୍ଜନ ମହାପାତ୍ର ଭେଟି ଶୁଭେଚ୍ଛା ଜଣାଇବା ସହିତ ବିଜେପୁର ଅଞ୍ଚଳର ବିଭିନ୍ନ ମୈାଳିକ ସମସ୍ୟା ବିଷୟରେ ଆଲୋଚନା କରିଥିବା ଜଣାପଡିଛି। ତତସଙ୍ଗେସଙ୍ଗେ ବ୍ରାହ୍ମଣ ସମାଜକୁ ଦୃଷ୍ଟିରେ ରଖି ସରକାରଙ୍କ ବିଭିନ୍ନ ପ୍ରଚଳିତ ଯୋଜନା ଭିତରେ ସାମିଲ କରିବାକୁ ଦାବି ଉପସ୍ଥାପନ କରିଥିଲେ।

error: Content is protected !!