Saturday, November 23, 2024
spot_imgspot_imgspot_img
Homeରାଜ୍ୟଡୁଂଗୁରି ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

ଡୁଂଗୁରି ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

ବରଗଡ-ଜନଜୀବନ ବିକାଶ ଟ୍ରଷ୍ଟ ଓ ମୁରଲୀକ୍ରିଷ୍ଣା ଫାଉଣ୍ଡେସନର ମିଲିତ ଉଦ୍ୟମରେ ଅମ୍ବାଭୋନା ବ୍ଲକ ଡୁଂଗୁରି ଠାରେ ଜନଜୀବନ ବିକାଶ ଟ୍ରଷ୍ଟ ଓ ମୁରଲୀକ୍ରିଷ୍ଣା ଫାଉଣ୍ଡେସନର ମିଲିତ ଉଦ୍ୟମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଶିବିରକୁ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଂକର ଉଦଘାଟନ କରିଥିବା ବେଲେ ଟ୍ରଷ୍ଟର ସଭାପତି ପ୍ରେମାନନ୍ଦ ସା, ଉପଦେଷ୍ଟା ସାକେତ ଶ୍ରୀଭୁଷଣ ସାହୁ ଓ ଅନ୍ୟାନ୍ୟ ଅତିଥି ଟଂକଧର ପ୍ରଧାନ, ସୁରେଶ ପ୍ରଧାନ, ଗୋବିନ୍ଦ ଦାଶ, କେଦାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁରଲୀକ୍ରିଷ୍ଣା ଫାଉଣ୍ଡେସନ ତରଫରୁ ୫ ଜଣ ଅଭିଗ୍ୟଁ ଡାକ୍ତର ଓ ପାରାମେଡିକାଲ ଦଲ ଜୋଗଦେଇ ଡୁଂଗୁରି ଅଂଚଲର ପ୍ରାୟ ୬୩୫ ରୋଗିଂକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ ।

error: Content is protected !!