Monday, December 23, 2024
spot_imgspot_imgspot_img
Homeରାଜ୍ୟଝାରବନ୍ଧ ବ୍ଲକ ଗଣ୍ଡା ସମାଜର ବାର୍ଷିକ କର୍ମକର୍ତ୍ତା ସମ୍ବିଳନୀ : ଭୋଜରାଜ ସଭାପତି, ରସିକ ସମ୍ପାଦକ...

ଝାରବନ୍ଧ ବ୍ଲକ ଗଣ୍ଡା ସମାଜର ବାର୍ଷିକ କର୍ମକର୍ତ୍ତା ସମ୍ବିଳନୀ : ଭୋଜରାଜ ସଭାପତି, ରସିକ ସମ୍ପାଦକ ।

ଝାରବନ୍ଧ(ବାସନ୍ତୀ ବାଗ)- ଝାରବନ୍ଧ ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ର ବାର୍ଷିକ କର୍ମକର୍ତ୍ତା ସମ୍ବିଳନୀ ଏବଂ ସମୀକ୍ଷା ବୈଠକ ବିଜାଢୋଲ ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାପତି ଭୋଜରାଜ ବାଗ ଙ୍କ ସଭାପତିତ୍ବର ଡକ୍ଟର ବାବା ସାହେବ ଆମ୍ବେଦକର ଏବଂ ଗୌତମ ବୁଦ୍ଧ ଙ୍କ ପ୍ରତିଛବି ର ଦୀପଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଝାରବନ୍ଧ ବ୍ଲକ ର ପ୍ରତ୍ୟୋକ ଗ୍ରାମପଞ୍ଚାୟତ ରୁ ଆସିଥିବା କର୍ମକର୍ତ୍ତା ମାନେ ସମାଜ କି ସୁଦୃଢ କରିବା ପାଇଁ ନିଜର ନିଜର ମତାମତ ଦେଇଥିଲେ l

ସର୍ବସମ୍ମତି କ୍ରମେ ଲକ୍ଷେ ଘର ଗଣ୍ଡା ସମାଜ ଝାରବନ୍ଧ ବ୍ଲକ କମିଟି ର ସଭାପତି ଭାବେ ଭୋଜରାଜ ବାଗ, ସମ୍ପାଦକ ରସିକ କୁମ୍ଭାର, ସହ ସମ୍ପାଦକ ତଥା ମିଡ଼ିଆ ପ୍ରଭାରୀ ମୋତିଲାଲ ବାଗ, ମିଡ଼ିଆ ପ୍ରଭାରୀ ଜୋହାନ କୁମ୍ଭାର, ସଂଯୋଜକ ସଂଯୋଜକ ସାମନ୍ତ ଶେଖର ମୁନା ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ସେହିପରି ଜିଲାନୀ ଦୀପ, ବିପିନ କୁମ୍ଭାର, ତପୋବନ୍ତ ରାଜହଂସ, ଶଙ୍କର ମହାନନ୍ଦ, ଶଙ୍କର ମହାନନ୍ଦ, ହେମସାଗର ବାଗ, ମଣି ଛତର, ଗୁପେତରାମ ଶିକା, ବାହାଦୁଲ ବାଗ, କୈଳାସ ଛତ୍ରିଆ, ଅଙ୍ଗଦ ମୁଁଗୁରି, ହୋଶରାମ କୁମ୍ଭାର, ଧନେଶ୍ୱର କୁମ୍ଭାର, ରାଜେନ୍ଦ୍ର ଛତ୍ରେ, ପ୍ୟାରିଲାଲ କଲେତ, ମଧୁ ହରିପାଳ, ହର୍ଷ ବର୍ଦ୍ଧନ ଲୁହାର, ମହାଦେବ ଶିକା,

ଦେବଚନ୍ଦ୍ର ବାଗ ଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି l ଉପଦେଷ୍ଟା ଭାବେ ଦୌଲତ ତାଣ୍ଡି, ମସରାଜ ଲୁହାର, ଗହଳ କୁମ୍ଭାର, ଚନ୍ଦ୍ରମଣି ସୁନା, ସୃଜନ ମହାନନ୍ଦ, ବେଣୁଧର କୁମ୍ଭାର, ଭରତ ମହାନନ୍ଦ ଅମୃତ ଲୁହାର, ଫକଲୋ ଭରାସାଗର ହରି ମୁନା ପ୍ରମୁଖ ଙ୍କୁ ଦାୟିତ୍ୱ ମିଳିଛି l ଲକ୍ଷେ ଘର ଗଣ୍ଡା ସମାଜ ର ଆୟବ୍ୟୟ, ମାସିକ ବୈଠକ, ଆର୍ଥିକ ସ୍ଥିତି, ଯୁବ ବର୍ଗ ର ଭବିଷ୍ୟତ, ଶିକ୍ଷା, କଳା ସଂସ୍କୃତି ତଥା ଆଗାମୀ ଦିନରେ ବାର୍ଷିକ ଉତ୍ସବ ପାଳନ ର ପ୍ରସ୍ତୁତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ସଭାପତି ଭୋଜରାଜ ବାଗ ସୂଚନା ପ୍ରଦାନ କରିଛନ୍ତି l

error: Content is protected !!