Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଛଅ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଦିତ କଳା ଅତାବିରା ଶିକ୍ଷାବିଭାଗ ।

ଛଅ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଦିତ କଳା ଅତାବିରା ଶିକ୍ଷାବିଭାଗ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ବ୍ଲକ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟରେ ବ୍ଲକରେ ମାଟ୍ରିକ ପରୀକ୍ଷାରେ A1 ପାଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ଶିକ୍ଷା ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ। ଲାଦରପାଲି ଅରବିନ୍ଦ ସ୍କୁଲର ଛାତ୍ର ଶୁଭକଂର ସାହୁ, ଅର୍ପଣ ଲକ୍ଷ୍ମଣ ଭୋଇ, ରିତେଶ ସାହୁ, ସତ୍ଯସୁନ୍ଦର ପଣ୍ଡା, ଲସ୍ତଲା ହାଇସ୍କୁଲର ସ୍ମୁତିରେଖା ପ୍ରଧାନ, ଗୋଡଭଗା ଜନତା ହାଇସ୍କୁଲର ପ୍ରାଚୀ ପ୍ରୀୟଦର୍ଶନୀଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ ଦାସ, କାର୍ତ୍ତିକ ବାଗ, ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନନ୍ଦିଘୋଷ ଭୁଏ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ରଂଜନ ବାଗ ଧନ୍ଯବାଦ ଅର୍ପଣ କରିଥିଲେ।

error: Content is protected !!