Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗ୍ରିଣ୍ତୋଲା ଠାରେ ୧୧ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ ଅନୁଷ୍ଠିତ।

ଗ୍ରିଣ୍ତୋଲା ଠାରେ ୧୧ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ ଅନୁଷ୍ଠିତ।

ବରପାଲି – କିସ୍ କିଟ୍ ଓ କିମସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପରାମର୍ଶରେ ଗ୍ରିଣ୍ତୋଲା ଅଞ୍ଚଳରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବରପାଲି ବ୍ଲକ କିସ୍ ଅଭିଭାବକ ସଂଘ ତରଫରୁ ଗ୍ରୀଣ୍ଡୋଲା ଯୋଗିନ୍ଦ୍ରପୁର ଅଞ୍ଚଳରେ କିସ୍ ଅଭିଭାବକ ସଂଘ ଆହ୍ବାନ କ୍ରମେ ଜିଲ୍ଲା ସଂପାଦକ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ସଂପାଦକ ତ୍ରିଲୋଚନ ଭୁଏଙ୍କ ନେତୃତ୍ୱରେ ୧୧ ତମ ଆର୍ଟ ଅଫ୍ ଗିଭିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସାମନ୍ତ ସାରଙ୍କ ଏହି ଅନୁଭବି କାର୍ଯ୍ୟକ୍ରମର ପରିଚାଳନାରେ ସଂଘର ସଦସ୍ଯସଦସ୍ଯା ମାନଙ୍କ ସମେତ ଛାତ୍ରଛାତ୍ରି ମାନେ ଉପକୃତ ହୋଇଥିବା ଜଣାପଡିଥିଲା। ଏହି ଅଭସରରେ ଜିଲ୍ଲା ସଂଘ ପକ୍ଷରୁ ଡ.ଅଚ୍ଯୁତ ସାମନ୍ତଙ୍କ ଅନୁଭବ,ବଦାନ୍ଯତା ଓ ଉଦାରତା ଉପରେ ଆଲୋଚନା ସହ କୃତଜ୍ଞତା ଜଣାଇ ଥିଲେ।

error: Content is protected !!