Saturday, March 7, 2026
Homeରାଜନୀତିଖରମୁଣ୍ଡା ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ ।

ଖରମୁଣ୍ଡା ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଖରମୁଣ୍ଡା ଗ୍ରାମରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଅତାବିରା ବିଜେପି ବିଧାୟକ ନିହାରରଞ୍ଜନ ମହାନନ୍ଦ। ଗାଁରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବିଧାୟକଙ୍କୁ ଜଣାଇଥିଲେ।

ଆଲୋଚନା ସମୟରେ ଆଲୋକ ଭୋଇ, ବୈଶାଖୁ ଭୋଇ, ବିଜୟ ଭୋଇ,ନରେଶ ଧରୁଆ,କେଶବ ସେଟ, ଅଗସ୍ତି ମହାଲିଙ୍ଗ, ସଚିତ୍ର ଦେହୁରୀ, ଛାଲ ସେଟ, ପିଣ୍ଟୁ ଭୋଇ, ବନ ରଣା, ଦୁଲି କରୁଣା ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!