Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଓପିଡିସିଏଲ୍ ଗ୍ରୀଡ ପଦ୍ମପୁର ଠାରେ ବିଶ୍ଵକର୍ମା ପୂଜା ।

ଓପିଡିସିଏଲ୍ ଗ୍ରୀଡ ପଦ୍ମପୁର ଠାରେ ବିଶ୍ଵକର୍ମା ପୂଜା ।

ପଦ୍ମପୁର-ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାର ଲିଗମ କାର୍ଯ୍ୟାଳୟ ପଦ୍ମପୁର ଠାରେ ଦେବ ଶିଳ୍ପୀ ବାବା ବିଶ୍ଵକର୍ମାଙ୍କ ପୂଜା ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରିଙ୍କୁ ଦେବତା ପୂଜାର୍ଚ୍ଚନା କରିଥିବା ବେଳେ ମନୋଜ କୁମାର ପ୍ରଧାନ ସହ ପତ୍ନୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ।

ତିନିଦିନ ବ୍ଯାପି ଏହି ପୂଜା ଚାଲିବ। ବିଭାଗୀୟ ଯନ୍ତ୍ରୀ ନବକିଶୋର କିଷାନ,ରିନାକୁମାରୀ ରଣା,ଦିନେଶ ସାହୁ,ପ୍ରଶନ୍ନ ମଲ୍ଳିକ, ଜିତେନ୍ଦ୍ରୀୟ ଡାକୁଆ ଏବଂ ନରେଶ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!