Sunday, March 8, 2026
Homeରାଜ୍ୟଏନଏସି କାର୍ଯ୍ଯଶୈଳୀ ସନ୍ଧେହମୋଚନ ପାଇଁ ସୂଚନା ଅଧିକାର ବଳୟ ।

ଏନଏସି କାର୍ଯ୍ଯଶୈଳୀ ସନ୍ଧେହମୋଚନ ପାଇଁ ସୂଚନା ଅଧିକାର ବଳୟ ।

ବରପାଲି-ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ଯଧାରା ଉପରେ ସନ୍ଧେହ କରି କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ କାର୍ଯ୍ଯାଳୟରେ ସୂଚନା ଅଧିକାର ବଳରେ ବିଭିନ୍ନ ଦାବୀ ଉଠାଯାଇଛି। ସ୍ଥାନିୟ ସମାଜସେବୀ ତୁଲସିରାମ ବେହେରା ଗତ ୨୦୧୯ରେ ନୁତନ କାଉନସିଲ ଗଠନ ପର ଠାରୁ କେତୋଟି ବୈଠକ ଅନୁଷ୍ଠିତ ହୋଇଛି।

ସେହିପରି ବୈଠକର ସଠିକ ବିବରଣି ସହ ପ୍ରସ୍ତାବ ଗୄହିତ ସମସ୍ତ ବିବରଣି ଉପସ୍ଥାପନ କରାଯାଉ । ଏହା ସହ ଅନ୍ଯ ବ୍ଯକ୍ତିଙ୍କ ନାମରେ ପରିଷଦର ଅନ୍ଯାନ୍ଯ କାର୍ଯ୍ଯଶୈଳୀ ମାଧ୍ଯମ ଉପରେ ସୂଚନା ମଗାଯାଇଥିବା ଜଣାପଡିଥିଲା।

error: Content is protected !!