Saturday, March 7, 2026
Homeରାଜନୀତିଅରବିନ୍ଦ କେଜିରଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଅତାବିରା ଆମ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ ।

ଅରବିନ୍ଦ କେଜିରଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଅତାବିରା ଆମ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ ।

ଅତାବିରା-ବରଗଡ଼ ଜିଲ୍ଲା ଅତାବିରା ତହସିଲ ଛକରେ ଦିଲ୍ଲୀର ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଅତାବିରା ଆମ ଆଦମୀ ପାର୍ଟି ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ପ୍ରଦର୍ଶନ ସମୟରେ ଅତାବିରା ନିର୍ବାଚନ ମଣ୍ଡଳୀ ସଭାପତି ଜୟ କ୍ରିଷ୍ଣା ଛୁରିଆ, ବ୍ଲକ ସଭାପତି ଯଦୁମଣି ପଧାନ, ଜିଲ୍ଲା ସୋସିଆଲ ମିଡିଆ ପ୍ରଭାରୀ ସୁବଳ କହରା, ଜିଲ୍ଲା ସଭାପତି ଭବାନୀ ପ୍ରସାଦ ସାହୁ, ରାଜ୍ୟ ମେମ୍ବର ଅମିତାଭ ପାତ୍ର, ଗୌତମ ମହାନନ୍ଦ, ନରୋତ୍ତମ ପଣ୍ଡା, ସୂର୍ଯ୍ୟ ଭୋଇ, ସୁବଳ ପ୍ରଧାନ, ଗଜେନ୍ଦ୍ର ବାଗ, ଦେବେନ୍ଦ୍ର ଗର୍ଡିଆ,ସାମନ୍ତ ଭୋଇ, ସୁରଜିତ, ଆଦିତ୍ୟ ପ୍ରମୁଖ କର୍ମୀ ଯୋଗଦେଇଥିଲେ।

error: Content is protected !!