Saturday, March 7, 2026
Homeରାଜ୍ୟଅତବିରା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ ।

ଅତବିରା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ ।

ଅତବିରା-ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ଆଚରଣ ବିଧି ଲାଗୁ ହେବା ପରେ ସାଧାରଣ ଜନତାଙ୍କ ସହ ପୋଲିସ ରହିଛି ବୋଲି ସୂଚନା ଦେବା ସହ ନିର୍ବାଚନକୂ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଧେଶ କ୍ରମେ ଅତାବିରା ଥାନା ଅଧିନ ଲାଦରପାଲି, ରେଂଗାଲିପାଲି ଏରିଆରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ ହୋଇଜାଇଛି ।ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ନେତୃତ୍ୱରେ। ଅବାଧ ଓ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ବରଗଡ଼ SP ସହ ଅତାବିରା ଥାନା ଅଧିକାରୀ ଜନ ସାଧରଣଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ୨ ପ୍ଲାଟୁନ CRPF ଅତାବିରା ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ଯୋଗଦେଇଥିଲେ।

error: Content is protected !!