Saturday, March 7, 2026
Homeଖେଳଅକ୍ଟୋବର ‌୮ ରୁ ୧୧ ପର୍ଯ୍ୟନ୍ତ ୯୭ ତୁମ କୁଚିଣ୍ଡା ଜୟଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ।

ଅକ୍ଟୋବର ‌୮ ରୁ ୧୧ ପର୍ଯ୍ୟନ୍ତ ୯୭ ତୁମ କୁଚିଣ୍ଡା ଜୟଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ।

କୁଚିଣ୍ଡା(ତପନ ଦାଶ)- ୯୭ତମ‌ କୁଚିଣ୍ଡା ସାର୍ବଜନୀନ କୁଚିଣ୍ଡା ପ୍ରସିଦ୍ଧ ଦୁର୍ଗାପୂଜା ଦଶହରା ପର୍ବ ପାଇଁ ଫୁଟବଲ ପ୍ରତିଯୋଗିତା ଚୂଡାନ୍ତ ପ୍ରସ୍ତୁତି ସମାପ୍ତ ହୋଇଛି ।

ଏହି ଅବସରରେ ପ୍ରତିବର୍ଷ ହୋଇ ଆସୁଥିବା ଫୁଟବଲ ‌ପ୍ରତିଯୋଗିତା ପାଇଁ ‌ପୂଜା‌ କମିଟି ପକ୍ଷରୁ ‌ଅକ୍ଟୋବର‌ ଆଠ ତାରିଖରେ‌ ଆରମ୍ଭ ହୋଇ ‌ଅକ୍ଟୋବର ଏଗାର ତାରିଖ ଦିନ ଫାଇନାଲ ଅନୁଷ୍ଠିତ ହେବ।

ଚଳିତ ବର୍ଷ ୧୬ ଗୋଟି ଫୁଟବଲ ଦଳକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂଚନା।

error: Content is protected !!