Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅସାହାୟ ଙ୍କୁ ସହାୟତା ର ହାତ ବଢାଇଲେ ଚା ଦୋକାନୀ ।

ଅସାହାୟ ଙ୍କୁ ସହାୟତା ର ହାତ ବଢାଇଲେ ଚା ଦୋକାନୀ ।

କଣ୍ଟାବାଞ୍ଜି – ବର୍ତ୍ତମାନ ବର୍ଷା ଦିନ ଥିବା ବେଳେ ଯାଯାବର ଜୀବନ ଯାପନ କରୁଥିବା ଅସହାୟ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ଘର ନ ଥିବା ଯୋଗୁଁ ସେମାନେ ରେଲବାଇ ଷ୍ଟେସନ ରେ ଦିନ ବିତାଉଛନ୍ତି। ଏହି ଅସହାୟ ଙ୍କ ପାଇଁ ସହାୟତା ର ହାତ ବଢାଇଛନ୍ତି ଜଣେ ଚା ଦୋକାନୀ ଏହି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ସହର ମୁଖ୍ଯ ଛକ ରେ କାନ୍ହା ଟି ସେଭେନ ନା ରେ ଗୋଟିଏ ଚାଳକ ଦୋକାନ ଖୋଲିଛନ୍ତି ଦିଗେଶ୍ଵର ଠେଲା ସେ ଚା ବିକ୍ରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ତାଙ୍କ ପରିବାର ପ୍ରତିପୋଷଣ କରିବା ସହ ଅସାହାୟ ଙ୍କୁ ସହାୟତା ପ୍ରଦାନ କରୁଛନ୍ତି।

ବର୍ତ୍ତମାନ ବର୍ଷା ଦିନ ହୋଇଥିବା ବେଳେ ମାଟି ଘରେ ବସବାସ ଅସାହାୟ ଙ୍କ ଘରେ ପାଣି ଝରୁଥିବା ବେଳେ ଅନେକ ଅସାହାୟ ଙ୍କୁ ତ୍ରିପାଳ ଯୋଗାଇ ଦେଇଛନ୍ତି। ଭୋକ ଉପାସ ରେ ଜୀବନ କାଟୁଥିବା ଅସହାୟ ଙ୍କୁ ଦିଗେଶ୍ଵର ଖାଇବାକୁ ଯୋଗାଇ ଦେଉଛନ୍ତି। ପ୍ରତୋକ ସମୟରେ ତାଙ୍କ ଏହି ଭଲି ସମାଜସେବା କାର୍ଯ୍ୟ କୁ ସାଧାରଣ ରେ ପ୍ରଂଶସା ପାତ୍ର ସାଜିଛନ୍ତି।

error: Content is protected !!