Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅତାବିରା ଦୁର୍ଗାପୂଜା ରାବଣ ବରଣ:ରାବଣ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର।

ଅତାବିରା ଦୁର୍ଗାପୂଜା ରାବଣ ବରଣ:ରାବଣ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଦୁର୍ଗାପୂଜା ପାଇଁ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା ଦୁର୍ଗାପୂଜା ପାଇଁ ସୁଶୀଲ ମେହେରଙ୍କୁ ପାରମ୍ପରିକ ରୀତି ନୀତି ଅନୁସାରେ ରାବଣ ବରଣ କରାଯାଇଥିଲା।

ରାବଣ ବରଣ ସମୟରେ ଦୁର୍ଗା କମିଟିର ସଦସ୍ୟ ଦଇତାରୀ ପ୍ରଧାନ, ଉନ୍ନିକ୍ରିଷ୍ନା ନାୟାର, ସୁରେନ୍ଦ୍ର ସ୍ବାଇଁ, ରାଜେଶ ପଧାନ, ଅଶୋକ ପ୍ରଧାନ, ପପୁନ ପ୍ରଧାନ, ସନାତନ ଭୁଏ,ଶୁସାନ ଅଗ୍ରଓ୍ୱାଲ, ରିଂକୁ ପ୍ରଧାନ, ବୀରେନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!