Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନବ ନିର୍ବାଚିତ ବିଧାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ବିଜେପୁର ବ୍ଲକ କଳାକାର ସଂଘ ।

ନବ ନିର୍ବାଚିତ ବିଧାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ବିଜେପୁର ବ୍ଲକ କଳାକାର ସଂଘ ।

ବିଜେପୁର-ବରଗଡ ଜିଲ୍ଲା ବିଜେପୁର ବ୍ଲକ କଳାକାର ସଂଘ ପକ୍ଷରୁ ରବିବାର ଦିନ ବିଜେପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏ ଅବସରରେ ବିଜେପୁର ବ୍ଲକ କଳାକାର ସଂଘର ଦେବରାଜ ଖମାରୀ,ସମାରୁ ମେହେର, ଗୋଦାବରୀ ପ୍ରଧାନ,ଜୟଲାଲ ବୁଡେକ,ଲେଖାରାମ ମେହେର, କିଶୋର ଗଡତିଆ, ବିରେନ୍ଦ୍ର

ବିଭାର,ଭବସାଗର ଗିରୀ,ଦୁର୍ବାଦଳ ମେହେର,ହାରାଧନ ସାହୁ, ଦେବେନ୍ଦ୍ର ମଟାରୀ,ମୋହନ ସିଂ କହ୍ନେଇ, ପ୍ରମୋଦ କୁମାର ବେହେରା, ଚୈତନ୍ୟ ପାତ୍ର, ସନ୍ତୋଷ ଦେହେରୀ, ଭୁବନେଶ୍ବର ପ୍ରଧାନ, ସୁରେନ୍ଦ୍ର ବିଭାର ଓ ନବିନ କୁମାର ସାହୁ ଏକତ୍ରିତ ହୋଇ ଶ୍ରୀ ଗଡତୀୟାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅଭିନନ୍ଦନ ଜ୍ଞାପନ କରିଥିଲେ।

error: Content is protected !!