Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପୂର୍ବତନ ବରିଷ୍ଠ କିରାଣୀ ସ୍ବର୍ଗତ ଶ୍ରୀପତି ସାହୁ ଉଦ୍ଦେଶ୍ଯରେ ଏକ ଶ୍ରଦ୍ଧାଞୀଳି ସଭା ।

ପୂର୍ବତନ ବରିଷ୍ଠ କିରାଣୀ ସ୍ବର୍ଗତ ଶ୍ରୀପତି ସାହୁ ଉଦ୍ଦେଶ୍ଯରେ ଏକ ଶ୍ରଦ୍ଧାଞୀଳି ସଭା ।

ପଦ୍ମପୁର-ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ ପୂଜା କମିଟିର ବୟୋଜେଷ୍ଠ ସଦସ୍ୟ ସ୍ୱର୍ଗତ ଶ୍ରୀପତି ସାହୁଙ୍କ ୭୭ ବର୍ଷ ବୟସରେ ଗତ ୨୯ ତାରିଖ ବୁଧୁବାର ଦିନ ସ୍ୱର୍ଗରୋହଣ କଲେ ତାଙ୍କର ଅମରଆତ୍ମା ଶାନ୍ତି ଉଦ୍ଦେଶ୍ଯରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କମିଟିର ସଭାପତି ଶ୍ରୀ ଡ଼.ଦେବାଶିଷ ରଥ ସ୍ବର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ ।

ଏହି ସଭାରେ କମିଟିର ଉପ ସଭାପତି ଶ୍ରୀ ମହେଶ ବେହେରା,ସମ୍ପାଦକ ଶ୍ରୀ ପ୍ରତାପ ନାଥ,କୋଷାଧକ୍ଷ କୁନାଲ ପାଣିଗ୍ରାହୀ,ଶ୍ରୀ ସୂର୍ଯ୍ୟମଣି ହୋତା,ଶ୍ରୀ ଜଗବନ୍ଧୁ ପୋଥାଲ,ଶ୍ରୀ ଡ଼. ଅର୍ଜୁନ ଦେବତା,ଶ୍ରୀ ଗଙ୍ଗାଧର ମହାନ୍ତି,ଶ୍ରୀ ଘନଶ୍ୟାମ ପୁଞ୍ଜି,ଶ୍ରୀ ଅଶୋକ ସାହୁ,ଶ୍ରୀ ଅମୀୟ ପୁରୋହିତ,ଶ୍ରୀ ଦୁର୍ବାଦଲ ସାହୁ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

error: Content is protected !!