Saturday, March 7, 2026
Homeରାଜନୀତିସ୍ବାମୀଙ୍କ ପାଇଁ ପ୍ରଚାର ମଇଦାନରେ ସ୍ତ୍ରୀ ।

ସ୍ବାମୀଙ୍କ ପାଇଁ ପ୍ରଚାର ମଇଦାନରେ ସ୍ତ୍ରୀ ।

ପଦ୍ମପୁର- ସ୍ଵାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି ସ୍ତ୍ରୀ। ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥିଙ୍କ ପାଇଁ ତାଙ୍କ ସହ ଧର୍ମିଣୀ ଜ୍ୟୋତିର୍ମୟୀ ସାହୁ ମହିଳା କଂଗ୍ରେସ କର୍ମୀଙ୍କ ସହ ଘର ଘର ବୁଲି ମହିଳା ମାନଙ୍କୁ କଂଗ୍ରେସ ସରକାର ଆସିଲେ କଣ ସବୁ ସୁବିଧା ପାଇ ପାରିବେ ସେ ବିଷୟରେ ଅବଗତ କରୁଛିନ୍ତି ତା ସହିତ ବିଗତ ଦିନରେ କେନ୍ଦ୍ର ସରକାର ଓ ରାଜ୍ଯ ସରକାର ଚାଷୀ , ଗରିବ ଖଟିଖିଆ ଓ ସାଧାରଣ ଜନତାଙ୍କୁ କିଭଲି ଶୋଷଣ କରିଛି ତାର ଜବାବରେ ହାତ ଚିହ୍ନରେ ଟଙ୍କଧର ସାହୁଙ୍କୁ ଭୋଟ ଦେଇ କଂଗ୍ରେସ ସରକାର ଗଠନରେ ସହାୟକ ହୁଅନ୍ତୁ ବୋଲି ଅନୁରୋଧ କରୁଛିନ୍ତି ।

error: Content is protected !!