Saturday, March 7, 2026
Homeଅଘଟଣବାଇକ ବୋଲେରୋ ଧକ୍କା : ବାଇକ ଆରୋହୀ ଗୁରୁତର।

ବାଇକ ବୋଲେରୋ ଧକ୍କା : ବାଇକ ଆରୋହୀ ଗୁରୁତର।

ପାଇକମାଲ(ଦୁର୍ଯ୍ୟୋଧନ ପୁଟା)- ପାଇକମାଳ – ନୁଆପଡ଼ା ବିଜୁ ଏକ୍ସପ୍ରେସ ୱେ ର ସୁରୁଙ୍ଗିଦାଦର ନର୍ସରୀ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତ୍ୱର। ନର୍ସରୀ ନିକଟ ରାସ୍ତା ସାଇଟ୍ରେ ଜଙ୍ଗଳ ବିଭାଗର ବେଲେରୋ ଗାଡ଼ି ଛିଡା ହୋଇଥିବା ସମୟରେ ବେଲେରୋର ପଛ ପଟରେ ବାଇକ ଆରୋହୀ ପିଟି ହୋଇଥିଲା। ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ସଦର ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି । ଆହତ ଯୁବକ ଜଣକ ନୂଆପଡ଼ା ଜିଲ୍ଲାର ବାଞ୍ଜିବାହାଲ ନିକଟ ସାଲେପରା ଗାଁ ସୁନାଧର ବୋଲି ଜଣାପଡିଛି।

error: Content is protected !!