Saturday, March 7, 2026
Homeଅଘଟଣଶତାୟୁ ମହିଳାଙ୍କ ପରଲୋକ ।

ଶତାୟୁ ମହିଳାଙ୍କ ପରଲୋକ ।

ଝାରବନ୍ଧ (ବଂଶୀଧର ନାୟକ) – ବରଗଡ଼ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମର ସତ୍ୟ ବତୀ ସାହୁ ନାମ୍ନୀ ଜଣେ ଧର୍ମ ପରାୟଣ ମହିଳା ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାକୁ ଶହେ ବର୍ଷ ବୟସ ହେଉଥିଲା। ସେ ଜଣେ ଧର୍ମ ପରାୟଣ, ଉଚ୍ଚଭିଲାଷୀ ତଥା ପରୋପକାରି ମହିଳା ଥିଲେ। ତାଙ୍କ ପରଲୋକ ରେ ତାଙ୍କ ଦୁଇ ପୂଅ ଗୋବର୍ଦ୍ଧନ, ଗୌରାଙ୍ଗ ଦୁଇ ପୁତ୍ର ବଧୂ ଲଲିତା, ପୁଷ୍ପଲତା ଦୁଇ ଝିଅ ଜ୍ୟାଇଁ ତିନି ନାତି ଲକ୍ଷ୍ମଣ ମିତ୍ରଭାନୁ ମୁକେଶ ଓ ପଣ ନାତି ପଣ ନାତୁଣୀ , ଙ୍କୁ ଛାଡି ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

error: Content is protected !!