Saturday, March 7, 2026
Homeରାଜ୍ୟଗୋଡଭଗା ଛକରେ ଅତାବିରା ଥାନା ପକ୍ଷରୁ ଯାଞ୍ଚ।

ଗୋଡଭଗା ଛକରେ ଅତାବିରା ଥାନା ପକ୍ଷରୁ ଯାଞ୍ଚ।

ଅତାବିରା-ଅତାବିରା ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଗୋଡଭଗା ଛକରେ ଅତାବିରା ଥାନା ପକ୍ଷରୁ ବ୍ଲକିଂ କରି ଚେକିକିଂ ଆରମ୍ଭ କରାଯାଇଛି। ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ପୋଲିସ ବିଭାଗ ପକ୍ଷରୁ ଚେକିକିଂ ଚାଲିଛି। ଆଗାମୀ ୨୦୨୪ ନିର୍ବାଚନକୁ ନେଇ ପୋଲିସ ପ୍ଲେଗ୍ ମାର୍ଚ୍ଚ ଅତାବିରା ଥାନା ଅଞ୍ଚଳର ସମସ୍ତ ଏରିଆ ମାନକଙ୍କରେ ଏସପି ପହଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଛକରେ ଅତାବିରା ପୋଲିସ ଓ ଗୋଡଭଗା ଫାଣ୍ଡି ପୋଲିସ ମିଳିତ ଭାବରେ ଚେକିଂ କରୁଛନ୍ତି।

error: Content is protected !!