Saturday, March 7, 2026
Homeରାଜନୀତିନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରେସନ୍ ଧର୍ମଶାଳା ପରିସର ମଧ୍ୟରେ ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସଭା...

ନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରେସନ୍ ଧର୍ମଶାଳା ପରିସର ମଧ୍ୟରେ ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସଭା ଅନୁଷ୍ଠିତ ।

ନୂଆପଡ଼ା-ନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରେସନ୍ ଧର୍ମଶାଳା ପରିସର ମଧ୍ୟରେ ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭା ରେ ବିଜେଡ଼ି ଜିଲ୍ଲା ସଭାପତି ମନୋଜ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ କଳାହାଣ୍ଡି ବିଜେଡ଼ି ଲୋକସଭା ଦଳୀୟ ପ୍ରାର୍ଥୀ ଲମ୍ବୋଦର ନିଆଁଲ, ଖଡିଆଳ ବିଧାନସଭା ଦଳୀୟ ପ୍ରାର୍ଥୀ ଅଧୀରାଜ୍ ପାଣିଗ୍ରାହୀ, ନୂଆପଡ଼ା ବିଧାନସଭା ଦଳୀୟ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସଭାରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇ ଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟୀ ନେଇ ସମସ୍ତେ ସଙ୍କଳ୍ପ ନେଇଥିଲେ।

error: Content is protected !!