Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଢୁରରୁକୁସୁମ ଗ୍ରାମରେ ଦୋଳ ପୂର୍ଣ୍ଣିମା, ଯୋଗଦେଲେ, ବିଧାୟିକା ।

ଢୁରରୁକୁସୁମ ଗ୍ରାମରେ ଦୋଳ ପୂର୍ଣ୍ଣିମା, ଯୋଗଦେଲେ, ବିଧାୟିକା ।

ଅତାବିରା-ବରଗଡ଼ ଜିଲ୍ଲା ଅତାବିରା ତହସିଲ ଅଧିନ ପାହାଡଶ୍ରୀଗିଡା ପଞ୍ଚାୟତ ଢୁରରୁକୁସୁମ ଗ୍ରାମରେ ଅନୁଷ୍ଠିତ ଦୋଳ ପୂର୍ଣ୍ଣିମା ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ, ସମ୍ମାନୀତ ଅତିଥି ଭାବେ ପାହାଡଶ୍ରୀଗିଡା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ପଧାନ, ପୂର୍ବତନ ସରପଞ୍ଚ ବିଜୟ ଭୋଇ, ପୂର୍ବତନ ସମିତି ସଭ୍ଯ ସୁଦାମ ଚରଣ ମହାନନ୍ଦ ଯୋଗଦେଇ ଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ତାଙ୍କର ସାନିଧ୍ୟ ଲାଭ କରିଥିଲେ। ପରେ ଗ୍ରାମବାସୀଙ୍କ ସହ ଗ୍ରାମର ବିଭିନ୍ନ ଉନ୍ନତି ମୂଲକ କାର୍ଯ୍ୟ ଓ ଅଞ୍ଚଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

error: Content is protected !!