Sunday, November 24, 2024
spot_imgspot_imgspot_img
Homeଖେଳନେହେରୁ ଯୁବ କେନ୍ଦ୍ର ର ନାରୀ ଶକ୍ତି ଫିଟନେସ ରନ୍ ପ୍ରତିଯୋଗିତା

ନେହେରୁ ଯୁବ କେନ୍ଦ୍ର ର ନାରୀ ଶକ୍ତି ଫିଟନେସ ରନ୍ ପ୍ରତିଯୋଗିତା

ବରପାଲି , ଝୁଲୋପାଲି ବାପୁଜୀ କ୍ଲବ୍ ଏବଂ ନେହେରୁ ଯୁବ କେନ୍ଦ୍ର ବରଗଡ଼ (କ୍ରୀଡା ଓ ଯୁବ ବ୍ୟେପାର ମନ୍ତ୍ରାଲୟ ଭାରତ ସରକାର ) ଆନୁକୂଲ୍ୟରେ ନାରୀ ଶକ୍ତି ଫିଟନେସ ରନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠିତ କ ଭାବେ ଉଦଘାଠନ କରିଥିଲା ! ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସୁଶାନ୍ତ ପ୍ରଧାନ ଯୋଗଦେଇ ଥିଲେ ଏବଂ ହେମ ବରିହା (w.m) , ସୁଭାଷିନୀ ମେହେର (w.m) , ସଂଗୀତା ପଧାନ (Aww) , ରାଜେଶ୍ଵରି ସୁନା ( ଆଶା)ସମ୍ମାନି ଅତିଥି ଭାବେ ଯୋଗଦେଇ ଥିଲେ !। ମହିଳା ଦିବସ 8 ମାର୍ଚ୍ଚରେ ପାଳନ କରାଯାଇଥାଏ। ସେହି ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ଲକର 25 ଜଣ ମହିଳା ନାରୀରେ ଅଂଶଗ୍ରହଣ କରିବେ । ଭାରତୀୟ ସଂସ୍କୃତିରେ ମହିଳାମାନେ ଶକ୍ତି ଏବଂ ସେମାନଙ୍କର ପରିବାର ଏବଂ ସମ୍ପ୍ରଦାୟର ସ୍ତମ୍ଭ ଅଟନ୍ତି | ତଥାପି, ସେମାନଙ୍କ ମଧ୍ୟରୁ କେବଳ ଏକ ଭଗ୍ନାଂଶ ଫିଟନେସର ଆବଶ୍ୟକତା ବିଷୟରେ ସୀମିତ ସଚେତନତା ସହିତ ସେମାନଙ୍କର ସୁସ୍ଥତାକୁ ପ୍ରାଥମିକତା ଦେଇଥାଏ | ଦେଶର ପ୍ରତ୍ୟେକ ମହିଳା ଫିଟ୍, ଶକ୍ତିଶାଳୀ, ସୁସ୍ଥ ଏବଂ ବିକାଶ ଭାରତଙ୍କ ଦର୍ଶନ ଦିଗରେ ସେମାନଙ୍କର ଅବଦାନକୁ ସକ୍ଷମ କରିବା ଆବଶ୍ୟକ | ନାରୀ ଶକ୍ତି ଫିଟନେସ୍ ରନ୍ସ ସ୍ ୟଂ ଯତ୍ନର ଇଚ୍ଛାକୁ ପ୍ରଜ୍ୱଳିତ କରିବା, ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଶକ୍ତିକୁ ଉନ୍ମୋଚନ କରିବା ଏବଂ ସକରାତ୍ମକ ପରିବର୍ତ୍ତନର ଏକ ପ୍ରଭାବ ସୃଷ୍ଟି କରିବା ଯାହା ପରିବାର, ସମ୍ପ୍ରଦାୟ ଏବଂ ସମଗ୍ର ଦେଶ ପାଇଁ ଲାଭଦାୟକ ଅଟେ | ଏହି ପରୀପେଖି ରେ ଏକ ୫୦୦ ମିଟର ଦୌଡ଼ ପ୍ରତିଯୋଗିତା ହୋଇଥିଲା ! ଅଥିରେ ମିତା ସାହୁ ପ୍ରଥମ ସସ୍ମିତା ବରିହା ଦ୍ଵିତୀୟ ଏବଂ ଲିଲିମା ପଧାନ ଓ ବସୁମତୀ ପଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ ! ଏହି ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଜିଲ୍ଲା ଯୁବ ଅଧିକାରି ରୋଶନ ଟଣ୍ଡନ ଏବଂ ପରିଚାଳନା କରିଥିଲେ ସ୍ଵେଚ୍ଛାସେବୀ ତୁଳସୀରାମ ବରିହା ! କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ – ଶ୍ରୀକାନ୍ତ ପଧାନ , ସୋଭାରାମ ବରିହା ଓ ଶକୁନ୍ତଳା ବାରିହା

error: Content is protected !!