Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ରାହ୍ମଣ ସମାଜ ପଦ୍ମପୁରର ନୂତନ କର୍ମକର୍ତ୍ତା ଚୟନ ।

ବ୍ରାହ୍ମଣ ସମାଜ ପଦ୍ମପୁରର ନୂତନ କର୍ମକର୍ତ୍ତା ଚୟନ ।

ପଦ୍ମପୁର– ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ତପ ଠାରେ ପଦ୍ମପୁର ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି। ଆଜିର ଚୟନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ ରାମଚନ୍ଦ୍ର ତ୍ରିପାଠୀ, କମଳାକାନ୍ତ ପାଣିଗ୍ରାହୀ ଓ ଜିତେନ୍ଦ୍ରନାଥ ଗୁରୁ । ସଭାପତି – ଜୟନାରାୟଣ ତ୍ରିପାଠୀ, ଉପ-ସଭାପତି – ଅଶୋକ କୁମାର ମିଶ୍ର, ସମ୍ପାଦକ -ସଦାନନ୍ଦ ପୁରୋହିତ, ଯୁଗ୍ମ-ସମ୍ପାଦକ- ବଳଦେବ ପାଣିଗ୍ରାହୀ, କୋଷାଧକ୍ଷ୍ୟ- ସୁରେଶ କୁମାର ମିଶ୍ର , ଅଡିଟର-ଚନ୍ଦ୍ର ଶେଖର ପୁରୋହିତ, କାର୍ଯ୍ୟକାରୀ ସଦସ୍ଯ- ଜିତେନ୍ଦ୍ରିୟ ଦାଶ, ହିମାଂଶୁ ତ୍ରିପାଠୀ, ଜିତେନ୍ଦ୍ର ଦାଶ, ଜୟରାମ ମହାପାତ୍ର, ଉମେଶଚନ୍ଦ୍ର ଦାଶ, ମଧୁସୂଦନ ଦେବତା ଚୟନ ହୋଇଛନ୍ତି। ଆଜିର ସଭାରେ ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ ଓ ଗାୟତ୍ରୀ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

error: Content is protected !!