ନୂଆପଡା ଉପନିର୍ବାଚନରେ ଚର୍ଚ୍ଚାର ବିଷୟ ବିଜେପିର ଶୀର୍ଷ ନେତୃତ୍ୱ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ ) l
ନୂଆପଡା-ନୂଆପଡା ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୧୧ ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି | ବିଜେଡି ଦଳର ପ୍ରାର୍ଥୀ ଜୟ ଢୋଲକିଆ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେପିରେ ଯୋଗ ଦେଇ ଥିଲେ | ଏହି ଖବର ପ୍ରକାଶ ପରେ ବିଜେଡି ଦଳରେ ବର୍ତ୍ତମାନ ହଇଚେଇ ସୃଷ୍ଟି ହୋଇ ଯାଇଛି | ଦଳୀୟ ପ୍ରାର୍ଥୀ କିଏ ହେବ ସେ ନେଇ କର୍ମୀ ଓ ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି | ଏଭଳି ସ୍ଥିତିରେ ୪ ବର୍ଷ ହେବ ବିଜେଡି ଜିଲ୍ଲା ଯୁବ ସଭାପତି ଦାଇତ୍ୱ ତୁଲାଇ ଥିବା ଲଢୁଆ ଯୁବ ନେତା ହରିଶ ଚନ୍ଦ୍ର ପଣ୍ଡାଙ୍କ ନାଁ ଖୁବ ଜୋର ରେ ଚର୍ଚ୍ଚା ହେଉଛି | କାରଣ ଉପ ନିର୍ବାଚନରେ ଦଳକୁ ବଳ, ସାହସ ଓ ବୁଦ୍ଧି ବଳରେ ନୁଆଁ ଚେହେରା ନୁଆଁ ଜୋସରେ ନିର୍ବାଚନ ମଇଦାନ କୁ ଓଲ୍ଲାଇବାକୁ ପଡିବ | ଏହା ସହିତ ଉଭୟ ଦଳୀୟ କର୍ମୀ ବିଜେଡି ଓ ବିଜେପିର ଅସନ୍ତୋଷ କର୍ମୀ ଙ୍କ ମନରେ ହରିଶ ଚନ୍ଦ୍ର ପଣ୍ଡା ( ଟିଟୁ ଭାଇ ) ଙ୍କୁ ସମର୍ଥନ କରିବେ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି |

ବିଜେଡିରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସହିତ ମିଶି ଅନେକ ଦିନ କାମ କରି ଦଳର ସଂଗଠନକୁ ମଜବୁତ କରିଥବା ବେଳେ ଛୋଟ ବେଳୁ ନିଜ ବଡବାପା ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ସହିତ ମିଶି ନିଜର ରାଜନୀତି ଜୀବନ ଆରମ୍ଭ କରିବା ସହିତ ଅନେକ ଦକ୍ଷ ସଂଗଠକ ହୋଇ ପାରିଛନ୍ତି ଟିଟୁ | ଏଥି ପାଇଁ ଉଭୟ କର୍ମୀଙ୍କ ମନରେ ଟିଟୁ ପଣ୍ଡାଙ୍କ ନାଁ ଯୁବ ଚେହେରା ଭାବେ ସବୁଠୁ ଆଗରେ ରହୁଛି | ଉଲେଖ ଥାଉ କି ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ ) ପୂର୍ବରୁ ନୂଆପଡା ଜିଲ୍ଲା ବିଜୁଯୁବଜନତା ଦଳ ର ଜିଲ୍ଲା ସଭାପତି ଦାଇତ୍ୱ ରେ ଥିଲେ l ଏବଂ ରାଜ୍ୟସ୍ତରରେ ସର୍ଵଶ୍ରେଷ୍ଠ ଯୁବ ସଂଗଠକ ରୂପରେ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ବବି ଦାସ ଙ୍କ ଠୁ ପୁରସ୍କୃତ ହୋଇ l ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ର ପ୍ରିୟ ପାତ୍ର ସାଜିଥିଲେ l ନୂଆପଡା ନିର୍ବାଚନ ମଣ୍ଡଳୀ ରେ ବସନ୍ତ ଙ୍କ ପୁଅ ଅଭିନନ୍ଦନ କୁ bjp ପ୍ରାଥୀ କଲାପରେ l ଅଭିନନ୍ଦନ ଙ୍କୁ ଅନ୍ୟ ଆସାଇ ଗୋଷ୍ଟି ଯେତେବେଳେ ଦମନ ଆରମ୍ଭ କାଳେ l ଶେ ଟିଟୁ ଙ୍କୁ 5 ବର୍ଷ ପରେ ଫୋନ ମାଧ୍ୟ୍ୟମ ରେ ଯୋଗାଯୋଗ କରି ସହଯୋଗ ମାଗିବାରୁ l

ଟିଟୁ ପରିବାର ପ୍ରତି ହେଉଥିବା ଦାଦାଗିରି ର ଜବାବ ଦେବା ପାଇଁ l ନିଜ ବିଜୁ ପରିବାର ସହିତ ନିଜ ରାଜନୀତି କେରିୟାର କୁ ତିଳାଞ୍ଜଳି ଦେଇ ବିଜେପି ରେ l ନିଜ ପରିବାର ପାଇଁ ଭାରତୀୟ ଜନତା ପାର୍ଟି ରେ ଯୋଗଦାନ କରି l ସବୁ ବିପରୀତ ପରିସ୍ଥିତି ର ମୁକବିଲା କରିବା ସହିତ l ନୂଆପଡା 2024 ନିର୍ବାଚନ ରେ ସମଗ୍ର ବିଧାନସଭା ର ନିର୍ବାଚନ ପରିଚାଳନା ସମ୍ଭାଳି ବିରୋଧି ଙ୍କମୁହଁ ରେ ଜବାବ ଦେଇ l ନିଜଦମଦାର ନେତୃତ୍ୱ ର ପରିଚୟ ଦେଇ ଥିଲେ l ଅଭିନନ୍ଦନ ପଣ୍ଡା କୁ ଲୋକେ ଯେତେବେଳେ 20000 ଭୋଟ ରୁ ବେଶି ପାଇବନି କହୁଥିଲେ ଶେ ସମୟ ରେ ତାଙ୍କୁ ପାକପାଖି 45000 ପାଇଥିଲେ l ଏହି ସମୟ ରେ ଆମସ୍ତ କର୍ମି ମାହୋଲ ରେ l ଏବଂ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ସାଜିଥିଲା କି ଏହା କେବଳ ଟିଟୁ ପାଇଁ ସମ୍ଭବ l କିନ୍ତୁ ବିଜେପି ର କର୍ମି ସହିତ ଭାବନାତ୍ମକ ସମ୍ବଦ ଭଲପାଇବା ଏବଂ ପରିବାର ର ପ୍ରେମ ପାଇ ପାରିଲେ ଟିଟୁ l କିନ୍ତୁ ବିଜେପି ଏକବର୍ଷ କାଳ ଗଲା ପରେ ମଧ୍ୟ୍ୟ ନାଁ ଦଳ ରେ ଦାଇତ୍ୱ l ନାଁ ଦଳରେ ସମ୍ମାନ ପାଇଲେ ଶେ ସ୍ୱାଭିମାନ ହେଇଥିବା ଯୋଗୁଁ ପାଖାପାଖି 6 ମାସ ହେବ ବିଜେପି ଦଳ କୁ ଗ୍ରହଣନ କରିପାରି ରାଜନୀତି ରୁ ଦୂରେ ରହି l ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଲିପ୍ତ ରହି ନିଜ ଜନପ୍ରିୟତା ବଢ଼େଇ ଚାଲିଲେ l



