Saturday, March 7, 2026
Homeଅଘଟଣଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁଙ୍କ ପରଲୋକ ।

ଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁଙ୍କ ପରଲୋକ ।

ପାଇକମାଳ-ପାଇକମାଳ ବ୍ଳକ ସରେଇକେଲା ପଞ୍ଚାୟତ ସମ୍ବଲପୁରୀ ଗାଁର ଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତରେ ଅସୁସ୍ଥତା ଥାଇ ପରଲୋକ ହୋଇଥିଲେ । ତାଙ୍କ ମୃତ୍ୟୁ ପଛରେ ଦୁଇ ପୁଅ , ତିନି ଝିଅ ଜ୍ବାଇଁ ,ନାତିନାତୁଣୀ ତଥା ପରିବାରବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି। ସେ ଜଣେ ଅଞ୍ଚଳରେ ଧର୍ମପରାୟଣ,ମିଷ୍ଟଭାଷୀ ତଥା ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ତାଙ୍କ ଅନ୍ତିମ ସଂସ୍କାର ସମୟରେ ବହୁ ଲୋକ ଉପସ୍ଥିତ ଥିଲେ। ତାଙ୍କ ବଡ଼ ପୁଅ ଆନନ୍ଦ ସାହୁ ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

error: Content is protected !!