Saturday, March 7, 2026
Homeରାଜ୍ୟଜାଙ୍ଗେଡ ଗ୍ରାମୀଣୀ ପାର୍କ ଉଦଘାଟିତ ।

ଜାଙ୍ଗେଡ ଗ୍ରାମୀଣୀ ପାର୍କ ଉଦଘାଟିତ ।

ଅତାବିରା(ସୁରେନ୍ଦ୍ର କଠାର)-ଗାଁର ଉନ୍ନତି ,ସ୍ବାସ୍ଥ୍ୟ ଓ ସାମୁଦାୟିକ ସମ୍ମିଳନୀ ପାଇଁ ଗାଁ ଲୋକକଂ ବିଶ୍ରାମ ,ଆନନ୍ଦ ଓ ସାମୁହିକ ମିଳନ ସ୍ଥଳ ହିସାବରେ ବ୍ୟବହାର ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରଚେଷ୍ଟାରେ ଅତାବିରା ବ୍ଲକ ଅଧିନ ଜାଂଗେଡ ଠାରେ ନବନିର୍ମିତ ଗ୍ରାମୀଣ ପାର୍କଟିକୁ ଶନିବାର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ ।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ଯରେ ଅତାବିରା ତହସିଲଦାର କେ.ରିଚି କୁମାର, ଜାଂଗେଡ ସରପଂଚ ଭାଗବତିଆ ସିଂ,ମଣ୍ଡଳ ସଭାପତି ବିକାଶ ଗଡତିଆ,ପୁଷ୍ଫକ ଗାଇଗରିଆ,ହିର୍ଲିପାଲି ସରପଂଚ ବିଦ୍ୟାଧର ପ୍ରଧାନ ,ବୁଗବୁଗାା ସରପଂଚ ଶେଷଦେବ ଛନ୍ଦ,ପାହାଡଶ୍ରୀଗିଡା ସରପଂଚ କଳାସାହେବ ଭୋଇ ,ଅତାବିରା ଏନଏସିର କାଉନସିଲର ଦୀପକ ରାଏ,ନଗର ସଭାପତି ଶତୀଶ ଚୌଧୁରୀ ଓ ପଞ୍ଚାୟତବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!