Sunday, May 4, 2025
spot_imgspot_imgspot_img
Homeରାଜ୍ୟଡୁଡୁକିଝରିଆ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ।

ଡୁଡୁକିଝରିଆ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ।

ପାଇକମାଳ-ପାଇକମାଳ ବ୍ଳକ ଡୁଡୁକିଝରିଆ ଗାଁରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଛି। ଯଜ୍ଞରେ କର୍ତ୍ତା ଭାବରେ ନରସିଂହ ଷଡ଼ଙ୍ଗୀ ଓ ସୁବର୍ଣ୍ଣ ଷଡ଼ଙ୍ଗୀ ଥିବା ବେଳେ ମୁଖ୍ୟ ପୂଜକ ଭାବରେ ପଣ୍ତିତ ଗୋବର୍ଦ୍ଧନ ଦାଶ ପୂଜାକାର୍ଯ୍ୟ ସମ୍ପାଦକ କରିଥିଲେ। ଶୁକ୍ରବାର ନାମଯଜ୍ଞ ପୂର୍ଣ୍ଣାହୂତି ହୋଇ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!