Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭଖମ୍ଭ ସ୍ଥାପନ ।

ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭଖମ୍ଭ ସ୍ଥାପନ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲରେ ଜଗନ୍ନାଥ ମନ୍ଦିର ପରିସରରେ ମେ ୮ ରୁ ୧୦ ପର୍ଯ୍ୟନ୍ତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଶୁଭ ମୂହୁର୍ତ୍ତରେ ପୂଜାର୍ଚ୍ଚନା ପରେ ଶୁଭଖମ୍ବ ସ୍ଥାପନ କରାଯାଇଥିଲା। ପୂଜକ ଭାବରେ ଭୀମସେନ ଦାଶ ଥିବା ବେଳେ କର୍ତ୍ତା ଉପସ୍ଥିତ ଥିଲେ। ଏହି ଶୁଭଖମ୍ବ ସ୍ଥାପନ ଅବସରରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।

error: Content is protected !!