Saturday, March 7, 2026
Homeରାଜ୍ୟନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ।

ନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ।

ପଦ୍ମପୁର-ବରଗଡ ଜିଲ୍ଲାରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ନୂଆପାଳି ନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରିଦ୍ୱାରର ୨୦ବର୍ଷ ଅଭିଜ୍ଞତା ଥିବା ପିଜିଡିପି କର୍କଟ ଏବଂ ନ୍ୟୁରୋ ବିଶେଷଜ୍ଞ ବୈଦ୍ୟ ସୁବାଷ ନାୟକ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ପାଖ ଜିଲ୍ଲା ବଲାଙ୍ଗୀର, ସୋନପୁର, ନୂଆପଡା, ବୋୖଦ୍ଧ ସମେତ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ରୋଗୀ ଆସି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

error: Content is protected !!