Tuesday, March 10, 2026
Homeରାଜ୍ୟନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଯୁବକ ଗିରଫ ।

ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଯୁବକ ଗିରଫ ।

ପାଇକମାଲ-ପାଇକମାଲ ଥାନା ଅଧିନସ୍ଥ ଭେଙ୍ଗରାଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି।ଜଣେ ନାବାଳିକାକୁ ପ୍ରଲୋଭିତ କରି ଶାରୀରିକ ସଂପର୍କ ରଖିଥିଲା।ବିବାହର ଆଶା ରଖି ଗର୍ଭବତୀ ହୋଇଥିଲା।କିନ୍ତୁ ବିବାହ ଆଶାକ୍ଷୀଣ ହେବା ପରେ ପାଇକମାଲ ଥାନାର ଦ୍ୱାରସ୍ଥ ହୋଇଥିଲା।

ଥାନା କେଶ ନଂ ୫୫/୨୫ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ପ୍ରତୀକ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଧାରା ୩୭୬(୨),(ଏନ),୫୦୬ଆଇପିସି,୬ ପକ୍ସୋ,୩(୧)ଏସସି ଏସଟି ରେ ମାମଲା ରୁଜ୍ଜୁ କରାଯାଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

error: Content is protected !!